ଚୀନରେ ଭୂସ୍ଖଳନ: ୪୦ ନି‌ଖୋଜ

ବେଜିଂ: ମଧ୍ୟ ଚୀନର ଏକ ଖଣି ଅଞ୍ଚଳରେ ବୁଧବାର ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇ ୪୦ଜଣ ନିଖୋଜ ହୋଇଯାଇଛନ୍ତି। ଏହି ଭୂସ୍ଖଳନ ପର୍ବତାଞ୍ଚଳ ଶାନୟାଙ୍ଗର ଶାନ୍-କି ପ୍ରଦେଶରେ ହୋଇଛି। ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଫସିଥିବା ୧୫ ଜଣଙ୍କୁ ଉଦ୍ଧାର କରିଛନ୍ତି । ହୁ ଝାଉଁ ମାଇନିଂ କୋ ନିଟକରେ ଥିବା ତିନିଟି ପରିବାରର ଘର ମାଟି ତଳେ ପୋତି ହୋଇ ଯାଇଥିବା ଜଣାପଡିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି […]

beijing

beijing

Rakesh Mallick
  • Published: Wednesday, 12 August 2015
  • Updated: 04 May 2017, 03:45 PM IST

Sports

Latest News

ବେଜିଂ: ମଧ୍ୟ ଚୀନର ଏକ ଖଣି ଅଞ୍ଚଳରେ ବୁଧବାର ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇ ୪୦ଜଣ ନିଖୋଜ ହୋଇଯାଇଛନ୍ତି। ଏହି ଭୂସ୍ଖଳନ ପର୍ବତାଞ୍ଚଳ ଶାନୟାଙ୍ଗର ଶାନ୍-କି ପ୍ରଦେଶରେ ହୋଇଛି। ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଫସିଥିବା ୧୫ ଜଣଙ୍କୁ ଉଦ୍ଧାର କରିଛନ୍ତି । ହୁ ଝାଉଁ ମାଇନିଂ କୋ ନିଟକରେ ଥିବା ତିନିଟି ପରିବାରର ଘର ମାଟି ତଳେ ପୋତି ହୋଇ ଯାଇଥିବା ଜଣାପଡିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁ ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story