ଜନମଙ୍ଗଳ ଯୋଜନା ପାଇଁ ଆଧାରକାର୍ଡ ଇଚ୍ଛାଧୀନ ଭାବେ ବ୍ୟବହାର ହେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଧାରକାର୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଆଜି ଆସିଛି । ଜନ ମଙ୍ଗଳ ଯୋଜନା ପାଇଁ ଆଧାରକାର୍ଡ ଇଚ୍ଛାଧୀନ ଭାବେ ବ୍ୟବହାର ହେବ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ଏଲପିଜି ବିତରଣ କ୍ଷେତ୍ରରେ ଏହା ନିଶ୍ଚିତ ଭାବେ ବ୍ୟବହାର ହେବ । ସବୁ ଜନମଙ୍ଗଳ ଯୋଜନା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ନୁହେଁ ବୋଲି କେନ୍ଦ୍ର ସରକାର ପ୍ରଚାର କରିବେ । ବିଭିନ୍ନ ଗଣମାଧ୍ୟମ ଜରିଆରେ ଏହାର ପ୍ରଚାର […]

adhar

adhar

Rakesh Mallick
  • Published: Tuesday, 11 August 2015
  • Updated: 11 August 2015, 09:46 AM IST

Sports

Latest News

ନୂଆଦିଲ୍ଲୀ: ଆଧାରକାର୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଆଜି ଆସିଛି । ଜନ ମଙ୍ଗଳ ଯୋଜନା ପାଇଁ ଆଧାରକାର୍ଡ ଇଚ୍ଛାଧୀନ ଭାବେ ବ୍ୟବହାର ହେବ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ଏଲପିଜି ବିତରଣ କ୍ଷେତ୍ରରେ ଏହା ନିଶ୍ଚିତ ଭାବେ ବ୍ୟବହାର ହେବ । ସବୁ ଜନମଙ୍ଗଳ ଯୋଜନା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ନୁହେଁ ବୋଲି କେନ୍ଦ୍ର ସରକାର ପ୍ରଚାର କରିବେ । ବିଭିନ୍ନ ଗଣମାଧ୍ୟମ ଜରିଆରେ ଏହାର ପ୍ରଚାର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story