ଧର୍ମ ନିରପେକ୍ଷ ରାଷ୍ଟ୍ର ରହିବ ନେପାଳ: ହିନ୍ଦୁ ରାଷ୍ଟ୍ର ପ୍ରସ୍ତାବ ସମ୍ବିଧାନ ସଭାରେ ଖାରଜ

କାଠମାଣ୍ଡୁ: ନେପାଳର ସମ୍ବିଧାନ ସଭା ଦେଶକୁ ହିନ୍ଦୁ ରାଷ୍ଟ୍ର ଘୋଷଣା ଉପରେ ଆସିଥିବା ପ୍ରସ୍ତାବକୁ ସୋମବାର ବହୁମତରେ ଖାରଜ କରିଦେଇଛନ୍ତି । ହିମାଳୟ ପାଦଦେଶରେ ଥିବା ଏହି ହିନ୍ଦୁ ବହୁଳ ଦେଶ ଧର୍ମ ନୀରପେକ୍ଷ ରହିବା ବୋଲି ସମ୍ବିଧାନ ସଭା ଘୋଷଣା କରିଛନ୍ତି । ତେବେ ସମ୍ବିଧାନ ସଭାରର ଏହି ଘୋଷଣା ପରେ ଦେଶରେ ହିଂସା ଦେଖିବାକୁ ମିଳିଥିଲା । ହିନ୍ଦୁ ସମର୍ଥକ ସମ୍ମୁହ ରାଷ୍ଟ୍ରିୟ ପ୍ରଜାତନ୍ତ୍ରୀକ ଦଳ ନେପାଳ (ଆରପିପି-ଏନ) ପକ୍ଷରୁ ଏହି ପ୍ରସ୍ତାବ ଆଗତ […]

nepal-parliament

nepal-parliament

Rakesh Mallick
  • Published: Tuesday, 15 September 2015
  • Updated: 04 May 2017, 03:44 PM IST

Sports

Latest News

କାଠମାଣ୍ଡୁ: ନେପାଳର ସମ୍ବିଧାନ ସଭା ଦେଶକୁ ହିନ୍ଦୁ ରାଷ୍ଟ୍ର ଘୋଷଣା ଉପରେ ଆସିଥିବା ପ୍ରସ୍ତାବକୁ ସୋମବାର ବହୁମତରେ ଖାରଜ କରିଦେଇଛନ୍ତି । ହିମାଳୟ ପାଦଦେଶରେ ଥିବା ଏହି ହିନ୍ଦୁ ବହୁଳ ଦେଶ ଧର୍ମ ନୀରପେକ୍ଷ ରହିବା ବୋଲି ସମ୍ବିଧାନ ସଭା ଘୋଷଣା କରିଛନ୍ତି । ତେବେ ସମ୍ବିଧାନ ସଭାରର ଏହି ଘୋଷଣା ପରେ ଦେଶରେ ହିଂସା ଦେଖିବାକୁ ମିଳିଥିଲା । ହିନ୍ଦୁ ସମର୍ଥକ ସମ୍ମୁହ ରାଷ୍ଟ୍ରିୟ ପ୍ରଜାତନ୍ତ୍ରୀକ ଦଳ ନେପାଳ (ଆରପିପି-ଏନ) ପକ୍ଷରୁ ଏହି ପ୍ରସ୍ତାବ ଆଗତ କରାଯାଇଥିଲା । ସମ୍ବିଧାନ ସଂଶୋଧନ ଜରିଆରେ ନେପାଳକୁ ପୁଣି ହିନ୍ଦୁ ରାଷ୍ଟ୍ରର ମାନ୍ୟତା ଦେବାକୁ କୁହାଯାଇଥିଲା । ତେବେ ୬୦୧ ସଦସ୍ୟ ବିଶିଷ୍ଟ ସମ୍ବିଧାନ ସଭାର ଦୁଇ ତୃତୀୟାଂଶ ସଦସ୍ୟ ଏହି ପ୍ରସ୍ତାବକୁ ବିରୋଧ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story