ନରେନ୍ଦ୍ର ମୋଦି ଆଲୋଚନା ଲାଗି ପାକିସ୍ତାନ ଉପରେ ସର୍ତ ଲଗାଇବାକୁ ଚାହୁଁଛନ୍ତି: ଅଜିଜ

ଇସଲାମବାଦ: ଭାରତ-ପାକିସ୍ତାନ ସୁରକ୍ଷା ସ୍ତରୀୟ କଥାବାର୍ତ୍ତା ପୂର୍ବ ସନ୍ଧ୍ୟାରେ ପାକିସ୍ତାନର ରାଷ୍ଟ୍ରୀୟ ସଲାକାର ଅରତାଜ ଅଜିଜ ଆଜି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା ଲାଗି ଇସଲାମାବାଦ ଉପରେ କିଛି ସର୍ତ ରଖିବାକୁ ଚାହୁଁଛନ୍ତି । ମାତ୍ର ପାକିସ୍ତାନ କାଶ୍ମୀର ମୁଦ୍ଦା ବିନା କିଛି ଆଲୋଚନାକୁ ସ୍ୱୀକାର କରିବେ ନାହିଁ । ଅଜିଜ କହିଛନ୍ତି ଯେ, ମୋଦି ପାକିସ୍ତାନ ବିରୋଧୀ ନୀତିକୁ ନେଇ ନିର୍ବାଚନ ଲଢି ଥିଲେ ଓ ଏବେ ପାକିସ୍ତାନ ସହ କଥାବାର୍ତ୍ତା ପାଇଁ […]

sartaj

sartaj

Rakesh Mallick
  • Published: Tuesday, 08 September 2015
  • Updated: 04 May 2017, 03:44 PM IST

Sports

Latest News

ଇସଲାମବାଦ: ଭାରତ-ପାକିସ୍ତାନ ସୁରକ୍ଷା ସ୍ତରୀୟ କଥାବାର୍ତ୍ତା ପୂର୍ବ ସନ୍ଧ୍ୟାରେ ପାକିସ୍ତାନର ରାଷ୍ଟ୍ରୀୟ ସଲାକାର ଅରତାଜ ଅଜିଜ ଆଜି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା ଲାଗି ଇସଲାମାବାଦ ଉପରେ କିଛି ସର୍ତ ରଖିବାକୁ ଚାହୁଁଛନ୍ତି । ମାତ୍ର ପାକିସ୍ତାନ କାଶ୍ମୀର ମୁଦ୍ଦା ବିନା କିଛି ଆଲୋଚନାକୁ ସ୍ୱୀକାର କରିବେ ନାହିଁ ।

ଅଜିଜ କହିଛନ୍ତି ଯେ, ମୋଦି ପାକିସ୍ତାନ ବିରୋଧୀ ନୀତିକୁ ନେଇ ନିର୍ବାଚନ ଲଢି ଥିଲେ ଓ ଏବେ ପାକିସ୍ତାନ ସହ କଥାବାର୍ତ୍ତା ପାଇଁ ସର୍ତ ରଖିବାକୁ ଚାହୁଁଛନ୍ତି । ଯାହାକୁ ଆମେ ସ୍ୱୀକାର କରିବୁ ନାହିଁ ଓ ଏ ନେଇ ଦିଲ୍ଲୀ ସରକାରଙ୍କୁ ଅବଗତ କରିଦିଆଯାଇଛି । ଭାରତର କିଛି ବି ପଦକ୍ଷେପର ଉପଯୁକ୍ତ ଜବାବ ଦିଆଯିବ ବୋଲି ମଧ୍ୟ ସେ କହିଛନ୍ତି ।  ସେ କହିଛନ୍ତି ଯେ, ପାକିସ୍ତାନ ଡିଜିସ୍ତରୀୟ ୫ଦିବସୀୟ ବୈଠକରେ ନିୟନ୍ତ୍ରଣ ରେଖାରେ ଭାରତ ପକ୍ଷରୁ ଅକାରଣରେ ଗୋଳିଗୋଳା ବର୍ଷଣ କରାଯାଉଥିବା ଉପରେ ଆଲୋଚନା ହୋଇଥିଲା । ସେ କହିଛନ୍ତି ଯେ, ଏହି ବୈଠକ ଉଫା ଘୋଷଣାପତ୍ର ଅନୁସାରେ ହୋଇଛି ଯେତେବେଳେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ସାକ୍ଷାତ କରିଥିଲେ ଓ ସମ୍ପର୍କରେ ସୁଧାର ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ସହମତି ପ୍ରକାଶ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story