ନାଇଜେରିଆରେ ବୋମା ବିସ୍ଫୋରଣ, ୫୦ ମୃତ

ମାଇଦିଗୁରୀ: ଉତ୍ତରପୂର୍ବ ନାଇଜେରିଆର ବୋର୍ଣ୍ଣୋ ପ୍ରଦେଶର ଜନଗହଳିପୂର୍ଣ୍ଣ ଶୋବନ ଗାରି ମାର୍କେଟରେ ବୋମା ବିସ୍ଫୋରଣ ଘଟି ୫୦ଜଣ ନାଇଜେରିଆ ନାଗରିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୫୭ଜଣ ଗୁରୁତର ଆହତ ହୋଇଥିବା ବେଳେ ହଜାରରୁ ଅଧିକଙ୍କ ଘର ଭାଙ୍ଗି ଯାଇଛି । ବିସ୍ଫୋରଣର ଭୟାବହତା ଏପରି ଥିଲା ଯେ, ୯୦୦ ମିଟର ପରିଧି ମଧ୍ୟରେ ଥିବା ଲୋକଙ୍କ ଘରର ଛପର ଉଡି ଯାଇଥିଲା । ମୃତାହତଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି। ଏହି ‍ବୋମା ବିସ୍ଫୋରଣ ବୋକୋ ହାରାମ […]

boko haram

boko haram

Rakesh Mallick
  • Published: Wednesday, 12 August 2015
  • Updated: 04 May 2017, 03:45 PM IST

Sports

Latest News

ମାଇଦିଗୁରୀ: ଉତ୍ତରପୂର୍ବ ନାଇଜେରିଆର ବୋର୍ଣ୍ଣୋ ପ୍ରଦେଶର ଜନଗହଳିପୂର୍ଣ୍ଣ ଶୋବନ ଗାରି ମାର୍କେଟରେ ବୋମା ବିସ୍ଫୋରଣ ଘଟି ୫୦ଜଣ ନାଇଜେରିଆ ନାଗରିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୫୭ଜଣ ଗୁରୁତର ଆହତ ହୋଇଥିବା ବେଳେ ହଜାରରୁ ଅଧିକଙ୍କ ଘର ଭାଙ୍ଗି ଯାଇଛି । ବିସ୍ଫୋରଣର ଭୟାବହତା ଏପରି ଥିଲା ଯେ, ୯୦୦ ମିଟର ପରିଧି ମଧ୍ୟରେ ଥିବା ଲୋକଙ୍କ ଘରର ଛପର ଉଡି ଯାଇଥିଲା । ମୃତାହତଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି। ଏହି ‍ବୋମା ବିସ୍ଫୋରଣ ବୋକୋ ହାରାମ ଆତଙ୍କୀଙ୍କ କାମ ବୋଲି ଜଣାପଡିଛି। ଏପରି ବୋମା ବିସ୍ଫୋରଣକୁ ଆମେରିକା ତୀବ୍ର ନିନ୍ଦା କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story