ପତ୍ନୀ, ଦୁଇ ପିଲାଙ୍କ ସହ ନିଜକୁ ବିସ୍ଫୋରଣ କରି ଉଡାଇ ଦେଲା ତାଲିବାନ ଆତଙ୍କୀ

ଲାହୋର: ଆତଙ୍କବାଦୀଙ୍କର କେହି ନିଜର ନ ଥାନ୍ତି । ଆତଙ୍କବାଦୀମାନେ ଯେ କୌଣସି ସ୍ତରକୁ ଯାଇପାରନ୍ତି । ଏପରି କି ନିଜ ପିଲା ଓ ପତ୍ନୀଙ୍କୁ ମଧ୍ୟ ବିସ୍ଫୋରଣ କରି ଉଡାଇ ଦେଇପାରନ୍ତି । ଏପରି ଏକ ଘଟଣା ଆଜି ଦେଖିବାକୁ ମିଳିଛି ପାକିସ୍ତାନରେ । ମଧ୍ୟ ପାକିସ୍ତାନରେ ପୋଲିସର ଚଢାଉ ବେଳେ ଜଣେ ଆତଙ୍କବାଦୀ ଖସି ଯାଇ ନ ପାରିବାରୁ ବିସ୍ଫୋରଣ ଘଟାଇ ନିଜର ଦୁଇ ପିଲା, ପତ୍ନୀଙ୍କ ସହ ନିଜକୁ ଉଡାଇ ଦେଇଥିଲେ । […]

terrorist

terrorist

Rakesh Mallick
  • Published: Friday, 28 August 2015
  • Updated: 04 May 2017, 03:45 PM IST

Sports

Latest News

ଲାହୋର: ଆତଙ୍କବାଦୀଙ୍କର କେହି ନିଜର ନ ଥାନ୍ତି । ଆତଙ୍କବାଦୀମାନେ ଯେ କୌଣସି ସ୍ତରକୁ ଯାଇପାରନ୍ତି । ଏପରି କି ନିଜ ପିଲା ଓ ପତ୍ନୀଙ୍କୁ ମଧ୍ୟ ବିସ୍ଫୋରଣ କରି ଉଡାଇ ଦେଇପାରନ୍ତି । ଏପରି ଏକ ଘଟଣା ଆଜି ଦେଖିବାକୁ ମିଳିଛି ପାକିସ୍ତାନରେ । ମଧ୍ୟ ପାକିସ୍ତାନରେ ପୋଲିସର ଚଢାଉ ବେଳେ ଜଣେ ଆତଙ୍କବାଦୀ ଖସି ଯାଇ ନ ପାରିବାରୁ ବିସ୍ଫୋରଣ ଘଟାଇ ନିଜର ଦୁଇ ପିଲା, ପତ୍ନୀଙ୍କ ସହ ନିଜକୁ ଉଡାଇ ଦେଇଥିଲେ । ପୋଲିସ ଅଧିକାରୀ ଖାଲିଦ ରାସିଦ କହିଛନ୍ତି ଯେ, ପୀର ମହଲ ନଗରରେ ଏକ ଘରେ ଆତଙ୍କବାଦୀମାନେ ଥିବା ସୂଚନା ପାଇଁ ପୋଲିସ ଚଢାଉ କରିଥିଲା । ଏହି ସମୟରେ ଘର ଭିତରୁ କେହି ଗ୍ରେନେଟ ପିଙ୍ଗିଥିଲେ । ପ୍ରଥମେ ଆତଙ୍କବାଦୀ ଜଣଙ୍କ ନିଜ ପତ୍ନୀଙ୍କୁ ଢାଲ କରି ଖସି ଯିବାକୁ ଉଦ୍ୟମ କରିଥିଲେ । ତେବେ ପୋଲିସ ଘରଟିକୁ ଘେରି ରହିଥିବାରୁ ଖସି ଯାଇ ନ ପାରି ଶେଷରେ ସେ ଘର ମଧ୍ୟରେ ବିସ୍ଫୋରଣ କରି ଦେଇଥିଲେ । ଫଳରେ ପତ୍ନୀ ଓ ଘରେ ଥିବା ଦୁଇ ପିଲାଙ୍କ ସହ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ଆତଙ୍କବାଦୀ ନାମ ହବିବ ଉର ରହମାନ ଓ ସେ ତାଲିବାନ ସଦସ୍ୟ ଥିଲେ ବୋଲି ଜଣାପଡିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story