ପାକିସ୍ତାନ: କେନାଲକୁ ଟ୍ରେନ୍ ଖସିପଡି ୧୨ ଯବାନ ମୃତ

ଲାହୋର: ୧୦୦ରୁ ଊର୍ଦ୍ଧ୍ୱ ସୈନିକ ଓ ତାଙ୍କ ପରିବାରକୁ ନେଇ ଯାଉଥିବା ଏକ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇ କେନାଲରେ ପଡିଯିବାରୁ ଜଣେ ଲେଫଟେନାଣ୍ଟଙ୍କ ସମେତ ୧୨ ଜଣ ସୈନିକଙ୍କ ମୃତ୍ୟୁ ଘଟିଛି । ଟ୍ରେନଟି ପଞ୍ଜାବ ପ୍ରାନ୍ତରେ ଗୁଜରାନୱାଲ ନିକଟରେ ଏକ ପୋଲ ପାର ହେଉଥିବାବେଳେ ତାହା ଭାଙ୍ଗିଯିବାରୁ ୪ଟି ବଗି କେନାଲ ମଧ୍ୟକୁ ଖସିପଡିଥିଲା । ପାକିସ୍ତାନ ସେନା ପ୍ରବକ୍ତା ଆସିମ ବାଜୱା ଟ୍ୱିଟ କରି କହିଛନ୍ତି ଯେ, ସୈନିକଙ୍କୁ ନେଇ ଯାଉଥିବା ଏହି ସ୍ପେଶାଲ ଟ୍ରେନ […]

cbi-new-directer

cbi-new-directer

Rakesh Mallick
  • Published: Thursday, 02 July 2015
  • Updated: 04 May 2017, 03:45 PM IST

Sports

Latest News

accidentଲାହୋର: ୧୦୦ରୁ ଊର୍ଦ୍ଧ୍ୱ ସୈନିକ ଓ ତାଙ୍କ ପରିବାରକୁ ନେଇ ଯାଉଥିବା ଏକ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇ କେନାଲରେ ପଡିଯିବାରୁ ଜଣେ ଲେଫଟେନାଣ୍ଟଙ୍କ ସମେତ ୧୨ ଜଣ ସୈନିକଙ୍କ ମୃତ୍ୟୁ ଘଟିଛି । ଟ୍ରେନଟି ପଞ୍ଜାବ ପ୍ରାନ୍ତରେ ଗୁଜରାନୱାଲ ନିକଟରେ ଏକ ପୋଲ ପାର ହେଉଥିବାବେଳେ ତାହା ଭାଙ୍ଗିଯିବାରୁ ୪ଟି ବଗି କେନାଲ ମଧ୍ୟକୁ ଖସିପଡିଥିଲା । ପାକିସ୍ତାନ ସେନା ପ୍ରବକ୍ତା ଆସିମ ବାଜୱା ଟ୍ୱିଟ କରି କହିଛନ୍ତି ଯେ, ସୈନିକଙ୍କୁ ନେଇ ଯାଉଥିବା ଏହି ସ୍ପେଶାଲ ଟ୍ରେନ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ରେଳ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପୋଲ ଭାଙ୍ଗି ଯିବାରୁ ଟ୍ରେନ ଇଞ୍ଜିନ ସହ ୪ଟି ବଗି ପାଣିରେ ପଡିଯାଇଥିଲା । ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ପାକିସ୍ତାନ ସ୍ଥଳସେନା ଓ ହେଲିକପ୍ଟର ଯୋଗେ ଉଦ୍ଧାର କାର୍ଯ୍ୟ ଚାଲିଥିବା ଜଣେ ସେନା ଅଧିକାରୀ କହିଛନ୍ତି । ଦୁର୍ଘଟଣାରେ ୫ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୮୦ଜଣଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story