ପୁନେ: ଏଫଟିଆଇଆଇର ୫ ଛାତ୍ର ଗିରଫ

ପୁନେ: ପୁନେ ସ୍ଥିତ ଫିଲ୍ମ ଆଣ୍ଡ୍ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବା ଏଫଟିଆଇଆଇର ୫ ଜଣ ଛାତ୍ରଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ୍ ଗିରଫ କରିଛି। ସୋମବାର ଛାତ୍ରଛାତ୍ରୀମାନେ ଏଫଟିଆଇଆଇର ନିର୍ଦ୍ଦେଶକ ପ୍ରଶାନ୍ତ ପଠରାବେଙ୍କ ଅଫିସ୍ ଘେରାଉ କରିବା ପରେ ଏହି ଗିରଫଦାରୀ କରାଯାଇଛି। ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସରକାରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରି ବିଶୃଙ୍ଖଳା ସୃଷ୍ଟି କରୁଥିବା ଦର୍ଶାଇ ଏହି ଗିରଫଦାରୀ କରାଯାଇଛି। ମଙ୍ଗଳବାର ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଛାତ୍ରମାନଙ୍କୁ […]

ftiipune

ftiipune

Rakesh Mallick
  • Published: Wednesday, 19 August 2015
  • Updated: 19 August 2015, 07:29 AM IST

ପୁନେ: ପୁନେ ସ୍ଥିତ ଫିଲ୍ମ ଆଣ୍ଡ୍ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବା ଏଫଟିଆଇଆଇର ୫ ଜଣ ଛାତ୍ରଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ୍ ଗିରଫ କରିଛି। ସୋମବାର ଛାତ୍ରଛାତ୍ରୀମାନେ ଏଫଟିଆଇଆଇର ନିର୍ଦ୍ଦେଶକ ପ୍ରଶାନ୍ତ ପଠରାବେଙ୍କ ଅଫିସ୍ ଘେରାଉ କରିବା ପରେ ଏହି ଗିରଫଦାରୀ କରାଯାଇଛି। ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସରକାରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରି ବିଶୃଙ୍ଖଳା ସୃଷ୍ଟି କରୁଥିବା ଦର୍ଶାଇ ଏହି ଗିରଫଦାରୀ କରାଯାଇଛି। ମଙ୍ଗଳବାର ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଛାତ୍ରମାନଙ୍କୁ ହଷ୍ଟେଲରୁ ଗିରଫ କରାଯାଇଥିଲା। ମୋଟ ୧୭ ଜଣ ଛାତ୍ରଙ୍କ ନାଁରେ ପୋଲିସ୍ ଏଫଆଇଆର୍ ରୁଜୁ କରିଥିବା ବେଳେ ୫ ଜଣଙ୍କୁ ଗିରଫ କରାଯାଇଛି। ବାକିମାନେ ହଷ୍ଟେଲରେ ଉପସ୍ଥିତ ନଥିବା ଯୋଗୁ ସେମାନଙ୍କୁ ଗିରଫ କରାଯାଇ ପାରି ନାହିଁ। ଗିରଫ ଛାତ୍ରମାନଙ୍କୁ ଡେକାନ୍ ପୋଲିସ୍ ଥାନାରେ ରଖାଯାଇଛି।

ସୂଚନାଯୋଗ୍ୟ, ବିଜେପି ନେତା ତଥା ଟେଲିଭିଜନ ଅଭିନେତା ଗଜେନ୍ଦ୍ର ଚୌହାନଙ୍କୁ ପୁନେ ସ୍ଥିତ ଫିଲ୍ମ ଆଣ୍ଡ୍ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ତେବେ ତାଙ୍କର ଏହି ନିଯୁକ୍ତିକୁ ଅନୁଷ୍ଠାନର ଛାତ୍ରଛାତ୍ରୀ ବିରୋଧ କରି ଆସୁଛନ୍ତି। ଏହି ପ୍ରସଙ୍ଗକୁ ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ୭୧ ଦିନରେ ପହଞ୍ଚିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story