ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ

ନୂଆଦିଲ୍ଲୀ: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢିଛି । ଆସନ୍ତା ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ  କୁଇଣ୍ଟାଲ ପିଛା ୫୦ ଟଙ୍କ। ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା ଅର୍ଥନୈତିକ ବ୍ୟାପାର ସମ୍ପର୍କିତ ବୈଠକରେ କ୍ୟାବିନେଟ କମିଟି ଏହାକୁ ଅନୁମୋଦନ ଦେଇଛି । ଫଳରେ ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୩୬୦ ଟଙ୍କ।ରୁ  ବୃଦ୍ଧି ପାଇ ୧୪୧୦ ଟଙ୍କ। ହୋଇଛି । ସେହିପରି ଗ୍ରେଡ୍ ଏ […]

MANDI

MANDI

Rakesh Mallick
  • Published: Wednesday, 17 June 2015
  • Updated: 17 June 2015, 12:22 PM IST

Sports

Latest News

ନୂଆଦିଲ୍ଲୀ: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢିଛି । ଆସନ୍ତା ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ  କୁଇଣ୍ଟାଲ ପିଛା ୫୦ ଟଙ୍କ। ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା ଅର୍ଥନୈତିକ ବ୍ୟାପାର ସମ୍ପର୍କିତ ବୈଠକରେ କ୍ୟାବିନେଟ କମିଟି ଏହାକୁ ଅନୁମୋଦନ ଦେଇଛି । ଫଳରେ ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୩୬୦ ଟଙ୍କ।ରୁ  ବୃଦ୍ଧି ପାଇ ୧୪୧୦ ଟଙ୍କ। ହୋଇଛି । ସେହିପରି ଗ୍ରେଡ୍ ଏ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୪୦୦ରୁ ୧୪୫୦ ଟଙ୍କ।କୁ ବୃଦ୍ଧି ପାଇଛି । କେବଳ ଧାନ ନୁହେଁ ଆସନ୍ତା ଖରିଫ ଋତୁରେ ହେବାକୁ ଥିବା ଅନ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । ସେହିପରି ଡାଲି ଜାତୀୟ ଶସ୍ୟରେ ୨୦୦ ଟଙ୍କ। ବୋନସ୍ ଦେବାକୁ ସରକାର ଘୋଷଣା କରିଛନ୍ତି ।

ସହରାଞ୍ଚଳରେ ରହୁଥିବା ଲୋକଙ୍କୁ ବାସଗୃହ ଯୋଗାଇଦେବା ଲାଗି ଏକ ନୂଆ ଯୋଜନା ହାଉସିଂ ଫର୍ ଅଲ୍ ବାଏ ଟ୍ୱଣ୍ଟି ଟ୍ୱଣ୍ଟିକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ଏହି ଯୋଜନାରେ ମୁଖ୍ୟତଃ ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସୁଲଭ ମୂଲ୍ୟରେ ପକ୍କା ଘର ଯୋଗାଇବାକୁ ଯୋଜନା କରିଛନ୍ତି କେନ୍ଦ୍ର ସରକାର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story