ବିହାର ବିଧାନସଭା ନିର୍ବାଚନ: ଆସନ ବୁଝାମଣା ନେଇ ବିଜେପିକୁ  ଅଲଟିମେଟମ୍ ଦେଲେ ଏଲଜେପି ଓ ଆରଏଲଏସପି

ପାଟନା: ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ। ଏଭଳି ସ୍ଥିତିରେ ଆସନ ବୁଝାମଣା ନେଇ ବିଜେପିକୁ ଅଲଟିମେଟମ୍ ଦେଇଛନ୍ତି ଲୋକ ଜନ ଶକ୍ତି ପାର୍ଟି (ଏଲଜେପି) ଓ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି(ଆରଏଲଏସପି)। ୭ ଦିନ ମଧ୍ୟରେ ଆସନ ଭାଗବଣ୍ଟା ନେଇ ନିଷ୍ପତ୍ତି ନେବାକୁ ଏହି ଦୁଇ ଦଳ ବିଜେପିକୁ  କହି ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶ୍ୱାନଙ୍କ ଏଲଜେପି କହିଛି ଯେ ଆସନ ବୁଝାମଣା ନେଇ ଯେତିକି ବିଳମ୍ବ ହେବ ସେତିକି ମନଗଢ଼ା କାହିଣୀ ଶୁଣିବାକୁ ମିଳିବ […]

ram

ram

Rakesh Mallick
  • Published: Monday, 24 August 2015
  • Updated: 24 August 2015, 04:49 PM IST

ପାଟନା: ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ। ଏଭଳି ସ୍ଥିତିରେ ଆସନ ବୁଝାମଣା ନେଇ ବିଜେପିକୁ ଅଲଟିମେଟମ୍ ଦେଇଛନ୍ତି ଲୋକ ଜନ ଶକ୍ତି ପାର୍ଟି (ଏଲଜେପି) ଓ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି(ଆରଏଲଏସପି)। ୭ ଦିନ ମଧ୍ୟରେ ଆସନ ଭାଗବଣ୍ଟା ନେଇ ନିଷ୍ପତ୍ତି ନେବାକୁ ଏହି ଦୁଇ ଦଳ ବିଜେପିକୁ  କହି ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶ୍ୱାନଙ୍କ ଏଲଜେପି କହିଛି ଯେ ଆସନ ବୁଝାମଣା ନେଇ ଯେତିକି ବିଳମ୍ବ ହେବ ସେତିକି ମନଗଢ଼ା କାହିଣୀ ଶୁଣିବାକୁ ମିଳିବ ଓ ଦ୍ୱନ୍ଦ୍ୱ ମଧ୍ୟ ଉପୁଜିବ।

ସୂଚନାଯୋଗ୍ୟ, ବିହାରରେ ବିଜେପି ସହିତ ଏଲଜେପି, ଆରଏସଏଲପି, ଜୀତନରାମ ମାଂଝୀ ପାର୍ଟି ମେଣ୍ଟ କରିଛନ୍ତି।

ନିକଟରେ ଆରଏସଏଲପି ମୁଖ୍ୟ ଅପେନ୍ଦ୍ର କୁଶାବାହା କହିଛନ୍ତି ଯେ ବିଜେପି ୨୪୩ଟି ଆସନରୁ ୧୦୨ଟି ନିର୍ବାଚନ ଲଢ଼ିବା ଉଚିତ। ବାକି ଆସନ ଗୁଡିକୁ ଏହା ସହଯୋଗୀ ଦଳଗୁଡିକକୁ ଛାଡି ଦେବା ଉଚିତ୍। ୨୦୧୦ ବିଧାନସଭା ନିର୍ବାଚନରେ ବିଜେପି ୧୦୨ଟି ଆସନରେ ନିର୍ବାଚନ ଲଢ଼ିଥିଲା ଓ ବାକି ୧୪୧ଟି ଆସନକୁ ଏହାର ସହଯୋଗୀ ଜନତା ଦଳ ୟୁନାଇଟେଡକୁ ଛାଡିଥିଲା। ଅପେନ୍ଦ୍ର କହିଥିଲେ ଯେ ବିଜେପି ତାଙ୍କ ଦଳ(ଆରଏସଏଲପି)କୁ ୬୭ ଓ ଏଲଜେପିକୁ ୭୪ଟି ଆସନ ଛାଡିବା ଉଚିତ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story