ଭିନଜୁଆଲା ଜେଲରେ ନିଆଁ ଲାଗି ୧୭ ମୃତ, ୧୧ଆହାତ

କାରକାସ: ଭିନଜୁଆଲାରେ ଗତକାଲି  ମଧ୍ୟ ରାତ୍ରିର ଜେଲ ପରିସରରେ ନିଆଁ ଲାଗି  ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି। ମୃତକମାନଙ୍କ ମଧ୍ୟରୁ ୯ଜଣ ପୁରୁଷ ଓ  ୮ଜଣ ମହିଳା ଥିବା ପ୍ରାଥମିକ ସୂତ୍ରରୁ ଜଣାପଡିଛି। ଜେଲ ଭିତରେ ନିଆଁ ଲାଗିବାର କାରଣ ଜଣାପଡି ନ ଥିବା ବେଳେ ଏହାର ତଦନ୍ତ କରାଯାଉଛି। ତେବେ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଆହତମାନଙ୍କୁ ଭାଲେନସିଆ ହସ୍ପପିଟାଲରେ ଭର୍ତ୍ତି କରାଯାଇଛି।

vene

vene

Rakesh Mallick
  • Published: Tuesday, 01 September 2015
  • Updated: 04 May 2017, 03:45 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story