ମୁମ୍ବାଇ ବିସ୍ଫୋରଣ ଅଭିଯୁକ୍ତ ୟାକୁବ ମେମନଙ୍କ ଫାଶୀ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ୟାକୁବ ମେମନଙ୍କ ଫ।ଶୀ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କୁ ଫ।ଶି ଦିଆଯିବ ନାହିଁ ବୋଲି ସର୍ବୋଚ୍ଚ କୋର୍ଟ ତାଙ୍କ ରାୟରେ କହିଛନ୍ତି । ଫ।ଶୀ ଦଣ୍ଡାଦେଶ ବିରୋଧରେ ୟାକୁବ୍ କରିଥିବା ରିଟ୍ ପିଟିସନ୍ ଉପରେ ଶୁଣାଣି ବେଳେ ଦୁଇ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠଙ୍କ ମଧ୍ୟରେ  ଭିନ୍ନ ମତ ଦେଖା ଦେଇଥିଲା । ବିଚାରପତି ଜଷ୍ଟିସ […]

memon1

memon1

Rakesh Mallick
  • Published: Tuesday, 28 July 2015
  • Updated: 28 July 2015, 09:00 AM IST

Sports

Latest News

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ୟାକୁବ ମେମନଙ୍କ ଫ।ଶୀ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କୁ ଫ।ଶି ଦିଆଯିବ ନାହିଁ ବୋଲି ସର୍ବୋଚ୍ଚ କୋର୍ଟ ତାଙ୍କ ରାୟରେ କହିଛନ୍ତି । ଫ।ଶୀ ଦଣ୍ଡାଦେଶ ବିରୋଧରେ ୟାକୁବ୍ କରିଥିବା ରିଟ୍ ପିଟିସନ୍ ଉପରେ ଶୁଣାଣି ବେଳେ ଦୁଇ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠଙ୍କ ମଧ୍ୟରେ  ଭିନ୍ନ ମତ ଦେଖା ଦେଇଥିଲା । ବିଚାରପତି ଜଷ୍ଟିସ ଏ.ଆର୍. ଦାଭେ ଓ ଜଷ୍ଟିସ୍ କୁରିଏନ୍ ଯୋଶେଫ ଫ।ଶୀ ଦଣ୍ଡାଦେଶକୁ ନେଇ ଭିନ୍ନ ମତ ପ୍ରକାଶ କରିଥିଲେ । ଏକ ବୃହତ୍ତର ଖଣ୍ଡପୀଠ ମାମଲାର ଶୁଣାଣି ପାଇଁ ଉଭୟ ବିଚାରପତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଥିଲେ । ପ୍ରଧାନ ବିଚାରପତି ଆଜି ଅପରାହ୍ନରେ ଏହି  ମାମଲାର ଶୁଣାଣି ପାଇଁ ନୂଆ ଖଣ୍ଡପୀଠ ସମ୍ପର୍କରେ ଘୋଷଣା କରିବେ । ୟାକୁବ୍ ମେମନଙ୍କୁ ଆସନ୍ତା ୩୦ ତାରିଖରେ ନାଗପୁର ସେଣ୍ଟ୍ରାଲ୍ ଜେଲରେ ଫ।ଶୀ ଦିଆଯିବାକୁ ସ୍ଥିର ହୋଇଥିଲା। ତେବେ ଗତ ୨୧ ତାରିଖରେ ଦ୍ୱିତୀୟ ଥର ପାଇଁ ୟାକୁବ୍ ପକ୍ଷରୁ କ୍ଷମା ପ୍ରାର୍ଥନା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ପୂର୍ବରୁ ଉଭୟ ସୁପ୍ରିମକୋର୍ଟ ଏବଂ ରାଷ୍ଟ୍ରପତିଙ୍କ ନିକଟରେ ଥରେ ଲେଖାଏଁ ୟାକୁବର କ୍ଷମା ଆବେଦନ ଖାରଜ ହୋଇସାରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story