ଲଳିତ ମୋଦି, ବ୍ୟାପମ ଦୁର୍ନୀତି ପ୍ରସଙ୍ଗ: ଦ୍ୱିତୀୟ ଦିନ ବି ସଂସଦ ଅଚଳ

ନୂଆଦିଲ୍ଲୀ: ଲଳିତ ମୋଦି ଓ ବ୍ୟାପମ୍ ଦୁର୍ନୀତି ପ୍ରସଙ୍ଗକୁ ନେଇ ଆଜି ଦ୍ୱିତୀୟ ଦିନରେ ବି ସଂସଦ ଅଚଳ ରହିଥିଲା । ଉଭୟ ଗୃହରେ ଉଠିଥିଲା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଇସ୍ତଫ। ଦାବି। ରାଜ୍ୟସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଲଳିତ୍ ଗେଟ୍ ଇସ୍ୟୁରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଇସ୍ତଫ। ଦାବିରେ ଅଡ଼ି ବସିଥିଲେ ବିରୋଧୀ। ଏ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି ଗୃହର ନେତା ଅରୁଣ ଜେଟଲୀ କହିଥିଲେ ବି […]

parliament

parliament

Rakesh Mallick
  • Published: Wednesday, 22 July 2015
  • Updated: 22 July 2015, 03:45 PM IST

Sports

Latest News

ନୂଆଦିଲ୍ଲୀ: ଲଳିତ ମୋଦି ଓ ବ୍ୟାପମ୍ ଦୁର୍ନୀତି ପ୍ରସଙ୍ଗକୁ ନେଇ ଆଜି ଦ୍ୱିତୀୟ ଦିନରେ ବି ସଂସଦ ଅଚଳ ରହିଥିଲା । ଉଭୟ ଗୃହରେ ଉଠିଥିଲା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଇସ୍ତଫ। ଦାବି। ରାଜ୍ୟସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଲଳିତ୍ ଗେଟ୍ ଇସ୍ୟୁରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଇସ୍ତଫ। ଦାବିରେ ଅଡ଼ି ବସିଥିଲେ ବିରୋଧୀ। ଏ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି ଗୃହର ନେତା ଅରୁଣ ଜେଟଲୀ କହିଥିଲେ ବି ଶୁଣି ନ ଥିଲେ ବିରୋଧୀ। କାର୍ଯ୍ୟାନୁଷ୍ଠାନ ଆଗ ପରେ ଆଲୋଚନା ପରେ ଦାବିରେ ବିରୋଧୀ ଅଡି ବସିଥିଲେ । ଫଳରେ ବାରମ୍ୱାର ଗୃହ ମୁଲତବୀ ହୋଇଥିଲା। ଲୋକସଭାରେ ବି ଥିଲା ସମାନ ଅବସ୍ଥା। ସୁଷମାଙ୍କ ଇସ୍ତଫ। ଦାବିରେ ହୋହଲ୍ଲା କରିଥିଲେ କଳାପଟି ପନ୍ଧି ଆସିଥିବା କଂଗ୍ରେସ ସଦସ୍ୟ। କିଛି ସଦସ୍ୟ ସରକାର ବିରୋଧୀ ପ୍ଲାକାର୍ଡ ଦେଖାଇବା ସହ ଲଳିତ ଗେଟ୍ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣି ଆଲୋଚନା କରାଯିବାକୁ ଦାବି କରିଥିଲେ । ବାଚସ୍ପତି ସୁମିତ୍ରା ମହାଜନ ଅନୁମତି ନ ଦେବାରୁ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ଫଳରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ କରି ଦେଇଥିଲେ ବାଚସ୍ପତି। ଏପଟେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଟୁଇଟକୁ ନେଇ ହଇଚଇ ସୃଷ୍ଟି ହୋଇଛି। ସୁଷମା ତାଙ୍କ ଟୁଇଟରେ ଲେଖିଛନ୍ତି, କୋଇଲା ଦୁର୍ନୀତିର ଅନ୍ୟତମ ଅଭିଯୁକ୍ତ ସନ୍ତୋଷ ବାର୍ଗୋଡିଆଙ୍କୁ ଡିପ୍ଲୋମାଟିକ୍ ପାସପୋର୍ଟ ଦେବାକୁ ଜଣେ ବରିଷ୍ଠ କଂଗ୍ରେସ ନେତା ତାଙ୍କୁ ଅନୁରୋଧ କରିଥିଲେ। ସେ ଲୋକସଭାରେ ସମ୍ପୃକ୍ତ ନେତାଙ୍କ ନାଁ ପ୍ରକାଶ କରିବେ ବୋଲି ଟୁଇଟରେ ଲେଖିଥିଲେ । ଲଳିତ ମୋଦି ଓ ବ୍ୟାପମ୍ ଦୁର୍ନୀତିରେ ସମ୍ପୃକ୍ତ ତିନି ବିଜେପି ନେତାଙ୍କ ଇସ୍ତଫ। ଦାବିରେ ପାର୍ଲାମେଣ୍ଟ ବାହାରେ ଧାରଣା ଦେଇଥିଲେ କଂଗ୍ରେସ ସଦସ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story