ମାନବିକତାର ଦିଶା ନିର୍ଣ୍ଣୟ କରିବାକୁ ଆମେ ଏକାଠି ହୋଇଛୁ: ମୋଦି

ୟୁଏସ: ସଂୟୁକ୍ତ ରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆଜି ଆମେ ଏଠାରେ ମାନବିକତାର ଦିଶା ନିର୍ଣ୍ଣୟ କରିବାକୁ ଏକାଠି ହୋଇଛନ୍ତି । ଶୁକ୍ରବାର ରାତିରେ ମୋଦି ବିକାଶ ଉପରେ ଆୟୋଜିତ ଶିଖର ସମ୍ମିଳନୀରେ ସଂବୋଧନ କରିବା ଅବସରରେ ଏହା କହିଛନ୍ତି । ଏହାକୁ ସଂୟୁକ୍ତ ରାଷ୍ଟ୍ରର ମହା ସଚିବ ବାନ କି ମୁନ ଅଧ୍ୟକ୍ଷତା କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିଜ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ କିଛି ରାଷ୍ଟ୍ରର ନେତାଙ୍କ ସହ ମିଟିଂ କରିସାରିଛନ୍ତି । […]

modi

modi

Rakesh Mallick
  • Published: Friday, 25 September 2015
  • Updated: 04 May 2017, 03:44 PM IST

Sports

Latest News

modiୟୁଏସ: ସଂୟୁକ୍ତ ରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆଜି ଆମେ ଏଠାରେ ମାନବିକତାର ଦିଶା ନିର୍ଣ୍ଣୟ କରିବାକୁ ଏକାଠି ହୋଇଛନ୍ତି । ଶୁକ୍ରବାର ରାତିରେ ମୋଦି ବିକାଶ ଉପରେ ଆୟୋଜିତ ଶିଖର ସମ୍ମିଳନୀରେ ସଂବୋଧନ କରିବା ଅବସରରେ ଏହା କହିଛନ୍ତି । ଏହାକୁ ସଂୟୁକ୍ତ ରାଷ୍ଟ୍ରର ମହା ସଚିବ ବାନ କି ମୁନ ଅଧ୍ୟକ୍ଷତା କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିଜ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ କିଛି ରାଷ୍ଟ୍ରର ନେତାଙ୍କ ସହ ମିଟିଂ କରିସାରିଛନ୍ତି । ଭାରତୀୟ ସମୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋଦିଙ୍କର ଏପରି ମିଟିଂ ଚାଲିବ ବୋଲି ଜଣାପଡିଛି । ଜାତିସଂଘରେ ଭାରତକୁ ସ୍ଥାୟୀ ସଦସ୍ୟତା ପିକରି ମିଳି ପରିବ ସେ ନେଇ ମୋଦି ବିଭିନ୍ନ ରାଷ୍ଟ୍ରର ନେତାମାନଙ୍କ ସହ ସାକ୍ଷାତ କରୁଛନ୍ତି । ଏ ନେ ଗୁରୁବାର ମୋଦି ବାଂଳାଦେଶ, ଗୁୟାନା, ସେଣ୍ଟ ବ୍ରିଟିଶ ଆଣ୍ଡ ଗ୍ରୋନାଣ୍ଡାସର ନେତାଙ୍କ ସହ ଆଲୋଚନା କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story