ସରକାରୀ କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି: କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠିଲେ ବାଧ୍ୟତାମୂଳକ ଅବସର

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ଏବେ ସତର୍କ ଘଣ୍ଟି। କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଲେ ବାଧ୍ୟତାମୂଳକ ଅବସର ନେବାକୁ କହିପାରନ୍ତି ସରକାର। ଏ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ ଥିବା ପର୍ସୋନେଲ ଓ ଟ୍ରେନିଂ ଡିପାର୍ଟମେଣ୍ଟ ପକ୍ଷରୁ ସବୁ ମନ୍ତ୍ରାଳୟକୁ ଗାଇଡଲାଇନ ପଠାଯିବା ସହ ଅଧିକାରୀମାନଙ୍କ କାର୍ଯ୍ୟର ସମୀକ୍ଷା ପାଇଁ କୁହାଯାଇଛି। ସରକାରୀ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା ପ୍ରକ୍ରିୟାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏ ନେଇ କେନ୍ଦ୍ର ପର୍ସୋନେଲ୍ ଓ ଟ୍ରେନିଂ ଡିପାର୍ଟମେଣ୍ଟ ତରଫରୁ […]

cm

cm

Rakesh Mallick
  • Published: Thursday, 17 September 2015
  • Updated: 17 September 2015, 03:13 PM IST

Sports

Latest News

cmନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ଏବେ ସତର୍କ ଘଣ୍ଟି। କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଲେ ବାଧ୍ୟତାମୂଳକ ଅବସର ନେବାକୁ କହିପାରନ୍ତି ସରକାର। ଏ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ ଥିବା ପର୍ସୋନେଲ ଓ ଟ୍ରେନିଂ ଡିପାର୍ଟମେଣ୍ଟ ପକ୍ଷରୁ ସବୁ ମନ୍ତ୍ରାଳୟକୁ ଗାଇଡଲାଇନ ପଠାଯିବା ସହ ଅଧିକାରୀମାନଙ୍କ କାର୍ଯ୍ୟର ସମୀକ୍ଷା ପାଇଁ କୁହାଯାଇଛି।

ସରକାରୀ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା ପ୍ରକ୍ରିୟାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏ ନେଇ କେନ୍ଦ୍ର ପର୍ସୋନେଲ୍ ଓ ଟ୍ରେନିଂ ଡିପାର୍ଟମେଣ୍ଟ ତରଫରୁ ସବୁ ମନ୍ତ୍ରାଳୟ ନିକଟକୁ ଗାଇଡଲାଇନ ପଠାଯାଇଛି। ଯେଉଁ ଅଧିକାରୀମାନଙ୍କ କାର୍ଯ୍ୟ ପ୍ରଶାସନ ପାଇଁ ଉପଯୋଗୀ ନୁହେଁ କିମ୍ୱା ଯେଉଁମାନଙ୍କ ନୈତିକତାକୁ ନେଇ ସନ୍ଦେହ ରହିଛି ସେମାନଙ୍କୁ ଫଣ୍ଡାମେଣ୍ଟାଲ ରୁଲ୍ ବା ଏଫଆର୍ ୫୬-ଜେ ଅନୁସାରେ ବାଧ୍ୟତାମୂଳକ ଅବସର ଦେବାକୁ କୁହାଯାଇଛି। ୫୦ବର୍ଷ ଅତିକ୍ରମ କରିଥିବା ଗ୍ରୁପ୍-ଏ ଓ ଗ୍ରୁପ୍-ବି ଅଧିକାରୀ ଏବଂ ୫୫ ବର୍ଷ ଅତିକ୍ରମ କରିଥିବା ଜୁନିୟର ଅଫିସରଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରି ନିଷ୍ପତ୍ତି ନେବାକୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ପୂର୍ବତନ ପ୍ରଶାସକମାନେ ସ୍ୱାଗତ କରିଛନ୍ତି।

ସୁପ୍ରିମକୋର୍ଟ ବିଭିନ୍ନ ସମୟରେ ଦେଇଥିବା ରାୟ ଆଧାରରେ ଏହି ଗାଇଡଲାଇନ ଜାରି କରାଯାଇଛି। ସେହିପରି କେନ୍ଦ୍ର ସରକାର ସମୀକ୍ଷା କମିଟିଗୁଡିକର ପୁନର୍ଗଠନ ମଧ୍ୟ କରିଛନ୍ତି। କ୍ୟାବିନେଟ୍ କମିଟି ଦ୍ୱାରା ନିଯୁକ୍ତ ହୋଇଥିଲେ ବିଭାଗୀୟ ସଚିବମାନେ ସମୀକ୍ଷା କମିଟି ଅଧ୍ୟକ୍ଷ ରହିବେ। ତେବେ ସେଣ୍ଟ୍ରାଲ ବୋର୍ଡ ଓ ଡାଇରେକ୍ଟ ଟ୍ୟାକ୍ସେସ୍ ଓ ସେଣ୍ଟ୍ରାଲ ବୋର୍ଡ ଅଫ୍ ଏକ୍ସାଇଜ୍ ଆଣ୍ଡ କଷ୍ଟମସ କ୍ଷେତ୍ରରେ ସମ୍ପୃକ୍ତ ବୋର୍ଡ ଅଧ୍ୟକ୍ଷ ସମୀକ୍ଷା କମିଟିର ମୁଖ୍ୟ ରହିବେ । ଜୁନିୟର ଅଫିସରଙ୍କ କ୍ଷେତ୍ରରେ ଜଣେ ଆଡିସନାଲ ସେକ୍ରେଟାରୀ କିମ୍ୱା ଜଏଣ୍ଟ ସେକ୍ରେଟାରୀ ସମୀକ୍ଷା କମିଟି ମୁଖ୍ୟ ରହିବେ। ନୈତିକତାକୁ ନେଇ ପ୍ରଶ୍ନ ଥିଲେ ଜଣେ ସେଣ୍ଟ୍ରାଲ ଭିଜିଲାନ୍ସ ଅଫିସର୍ ସମୀକ୍ଷା କମିଟିରେ ରହିବେ। ଅଧିକାରୀମାନଙ୍କ ବୟସ ୫୦ କିମ୍ୱା ୫୫ ବର୍ଷ ହେବାର ଠିକ୍ ୬ ମାସ ପୂର୍ବରୁ ତାଙ୍କ ସମ୍ପର୍କରେ ସମୀକ୍ଷା ଶେଷ କରିବାକୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story