ସାଂସଦଙ୍କ ବଦଳରେ କାଉନସିଲରଙ୍କୁ ବିଜେପି ଟିକେଟ୍‌

ମୁମ୍ବାଇ: ବିଜେପି ଆଜି ଉତ୍ତର ମୁମ୍ବାଇର ସାଂସଦ ପ୍ରାର୍ଥୀ ଘୋଷଣା କରିଛି। ଏହି ଆସନରେ ପୂର୍ବରୁ ସାଂସଦ ଭାବେ କାର୍ଯ୍ୟ କରୁଥିବା କୀରିତ ସୋମାୟାଙ୍କ ବଦଳରେ ଦଳ କାଉନସିଲର ମନୋଜ କୋଟାକଙ୍କୁ ଟିକେଟ୍‌ ଦେଇଛି। ତେବେ କୀରିତଙ୍କ ଟିକେଟ୍‌ କଟିବା ପଛରେ ଶିବସେନାର ହାତ ରହିଛି। କୀରିତ ଶିବସେନା ଉଦ୍ଧବ ଠାକରେଙ୍କୁ ବାନ୍ଦ୍ରାର ଗୁଣ୍ଡା ବୋଲି ସମ୍ବୋଧନ କରିଥିଲେ। ଏବେ ବିଜେପି-ଶିବସେନା ଏକାଠି ହେବାକୁ କୀରିତଙ୍କୁ ଏଭଳି ଦଣ୍ଡ ସହିବାକୁ ପଡ଼ିଥିବା କୁହାଯାଉଛି। କାରଣ ଶିବସେନା କୀରିତଙ୍କୁ […]

sad

sad

Hemant Lenka
  • Published: Wednesday, 03 April 2019
  • Updated: 03 April 2019, 10:13 PM IST

Sports

Latest News

ମୁମ୍ବାଇ: ବିଜେପି ଆଜି ଉତ୍ତର ମୁମ୍ବାଇର ସାଂସଦ ପ୍ରାର୍ଥୀ ଘୋଷଣା କରିଛି। ଏହି ଆସନରେ ପୂର୍ବରୁ ସାଂସଦ ଭାବେ କାର୍ଯ୍ୟ କରୁଥିବା କୀରିତ ସୋମାୟାଙ୍କ ବଦଳରେ ଦଳ କାଉନସିଲର ମନୋଜ କୋଟାକଙ୍କୁ ଟିକେଟ୍‌ ଦେଇଛି। ତେବେ କୀରିତଙ୍କ ଟିକେଟ୍‌ କଟିବା ପଛରେ ଶିବସେନାର ହାତ ରହିଛି।

କୀରିତ ଶିବସେନା ଉଦ୍ଧବ ଠାକରେଙ୍କୁ ବାନ୍ଦ୍ରାର ଗୁଣ୍ଡା ବୋଲି ସମ୍ବୋଧନ କରିଥିଲେ। ଏବେ ବିଜେପି-ଶିବସେନା ଏକାଠି ହେବାକୁ କୀରିତଙ୍କୁ ଏଭଳି ଦଣ୍ଡ ସହିବାକୁ ପଡ଼ିଥିବା କୁହାଯାଉଛି। କାରଣ ଶିବସେନା କୀରିତଙ୍କୁ ଚଳିତ ନିର୍ବାଚନରେ ପ୍ରାର୍ଥୀ ନ କରିବାକୁ ବିଜେପି ଆଗରେ ସର୍ତ୍ତ ରଖିଥିଲା। କୀରିତ ବିଜେପି ଟିକେଟ୍‌ରୁ ଲଢ଼ିବେ ବୋଲି ଆଶା ରଖିବା ସହ ପ୍ରଚାର ମଧ୍ୟ ଆରମ୍ଭ କରିଥିଲେ। ହେଲେ ଆଜି ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଏବେ ମନୋଜଙ୍କ ଲଢ଼େଇ କଂଗ୍ରେସ ପ୍ରାର୍ଥୀ ଉର୍ମିଲା ମାତୋଣ୍ଡକରଙ୍କ ସହ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story