ସିରିଆ: ମୋର୍ଟାର ଓ ରକେଟ ମାଡରେ ୧୦ ମୃତ, ୫୦ ଆହତ

ଡାମାସ୍କସ୍: ଦିନକୁ ଦିନ ତୀବ୍ର ରୂପ ନେଉଛି ସିରିଆରେ ଗୃହଯୁଦ୍ଧ । ସରକାର ସପକ୍ଷବାଦୀ ଓ ବିପକ୍ଷବାଦୀ (ସିରିଆ ବିଦ୍ରୋହୀ)ଙ୍କ ମଧ୍ୟରେ ପ୍ରତିଦିନ ଗୁଳିଗୁଳା ବିନିମୟ ହୋଇ ବହୁ ଧନଜୀବନ ହାନୀ ହେଉଛି । ବୁଧବାର ସିରିଆ ବିଦ୍ରୋହୀ ଗୋଷ୍ଠୀ ଡାମାସ୍କସ ଅଞ୍ଚଳରେ ରହୁଥିବା ସାଧାରଣ ଲୋକଙ୍କ ଉପରେ ରକେଟ ଓ ମୋର୍ଟାର ମାଡ କରିବାରୁ ଅତି କମରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ସେହିପରି ସ୍ଥାନୀୟ […]

siriya

siriya

Rakesh Mallick
  • Published: Wednesday, 12 August 2015
  • Updated: 04 May 2017, 03:45 PM IST

Sports

Latest News

ଡାମାସ୍କସ୍: ଦିନକୁ ଦିନ ତୀବ୍ର ରୂପ ନେଉଛି ସିରିଆରେ ଗୃହଯୁଦ୍ଧ । ସରକାର ସପକ୍ଷବାଦୀ ଓ ବିପକ୍ଷବାଦୀ (ସିରିଆ ବିଦ୍ରୋହୀ)ଙ୍କ ମଧ୍ୟରେ ପ୍ରତିଦିନ ଗୁଳିଗୁଳା ବିନିମୟ ହୋଇ ବହୁ ଧନଜୀବନ ହାନୀ ହେଉଛି । ବୁଧବାର ସିରିଆ ବିଦ୍ରୋହୀ ଗୋଷ୍ଠୀ ଡାମାସ୍କସ ଅଞ୍ଚଳରେ ରହୁଥିବା ସାଧାରଣ ଲୋକଙ୍କ ଉପରେ ରକେଟ ଓ ମୋର୍ଟାର ମାଡ କରିବାରୁ ଅତି କମରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ସେହିପରି ସ୍ଥାନୀୟ ଏକ ଟିଭି ଚ୍ୟାନେଲର ରିପୋର୍ଟ ମୁତାବକ ସିରିଆର ଡୁମା ସହରରେ ବୋମା ବିସ୍ଫୋରଣ ଘଟିଛି । ଏଥିରେ ୨୨ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୦ ଜଣ ଗୁରୁତର ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story