ସ୍ୱର୍ଗତ ଅବଦୁଲ କଲାମଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଲୋକସଭା ଓ ରାଜ୍ୟସଭା ଗୃହକାର୍ଯ୍ୟ ମୁଲତବି

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଡକ୍ଟର ଅବଦୁଲ କଲାମଙ୍କ ପରଲୋକ ପରେ କେନ୍ଦ୍ର ସରକାର ସାରା ଦେଶରେ ୭ଦିନର ରାଷ୍ଟ୍ରିୟ ଶୋକ ଘୋଷଣା କରିଛନ୍ତି। ସେହିପରି ଆଜି ଉଭୟ ଲୋକସଭା ଓ ରାଜ୍ୟସଭାକୁ ମୁଲତବି କରିଦିଆଯାଇଛି । ଲୋକସଭାରେ ସ୍ୱର୍ଗତ କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ଗୁରୁବାର ପର୍ଯ୍ୟନ୍ତ ମୁଲତବି କରିଦିଆଯାଇଥିଲା । ସେହିପରି ରାଜ୍ୟସଭାରେ ସ୍ୱର୍ଗତ କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ବୁଧବାର ପର୍ଯ୍ୟନ୍ତ କାର୍ଯ୍ୟଦିବସକୁ ମୁଲତବି କରିଦିଆଯାଇଥିଲା । ଏହି ସମୟରେ ଲୋକସଭା ଓ ରାଜ୍ୟସଭାରେ ସଂସଦମାନେ ଦୁଇ […]

parliament

parliament

Rakesh Mallick
  • Published: Tuesday, 28 July 2015
  • Updated: 28 July 2015, 09:49 AM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଡକ୍ଟର ଅବଦୁଲ କଲାମଙ୍କ ପରଲୋକ ପରେ କେନ୍ଦ୍ର ସରକାର ସାରା ଦେଶରେ ୭ଦିନର ରାଷ୍ଟ୍ରିୟ ଶୋକ ଘୋଷଣା କରିଛନ୍ତି। ସେହିପରି ଆଜି ଉଭୟ ଲୋକସଭା ଓ ରାଜ୍ୟସଭାକୁ ମୁଲତବି କରିଦିଆଯାଇଛି । ଲୋକସଭାରେ ସ୍ୱର୍ଗତ କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ଗୁରୁବାର ପର୍ଯ୍ୟନ୍ତ ମୁଲତବି କରିଦିଆଯାଇଥିଲା । ସେହିପରି ରାଜ୍ୟସଭାରେ ସ୍ୱର୍ଗତ କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ବୁଧବାର ପର୍ଯ୍ୟନ୍ତ କାର୍ଯ୍ୟଦିବସକୁ ମୁଲତବି କରିଦିଆଯାଇଥିଲା ।

ଏହି ସମୟରେ ଲୋକସଭା ଓ ରାଜ୍ୟସଭାରେ ସଂସଦମାନେ ଦୁଇ ମିନିଟର ନୀରବ ପ୍ରାର୍ଥନ କରିଥିଲେ । ଏହା ପୂର୍ବରୁ ଦୁଇ ଗୃହରେ ବାଚସ୍ପତି ଏବଂ ଉପବାଚସ୍ପତି ଶୋକବାର୍ତ୍ତା ପାଠ କରିଥିଲେ । ମଙ୍ଗଳବାର ଗୃହମନ୍ତ୍ରୀ ରାଜନାଥ ସିଂ ପଞ୍ଜାବର ଗୁରୁଦାସପୁରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ଉପରେ ବୟାନ ଦେବାର ଥିଲା । ଗୁରୁବାର ଏ ନେଇ ଗୃହମନ୍ତ୍ରୀ ବୟାନ ଦେବେ ବୋଲି ଅନୁମାନ କରାଯାଉଛି । ଉଭୟ ଗୃହର କାର୍ଯ୍ୟ ଆରମ୍ଭ ପୂର୍ବରୁ ସକାଳ ପ୍ରାୟ ୧୦ଟାରେ ବିଜେପି ସଂସଦୀୟ ଦଳର ବୈଠକ ବସିଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲାଲକୃଷ୍ଣ ଆଡଭାନୀ ଯୋଗଦେଇ ପୂର୍ବତନ ରାଷ୍ଟ୍ରପତି ଡକ୍ଟର କଲାମଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ଦୁଇ ମିନିଟର ନୀରବ ପ୍ରାର୍ଥନା କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱର୍ଗତ କଲାମ ପ୍ରଥମେ ରାଷ୍ଟ୍ରଭକ୍ତ ଥିଲେ । ପରେ ରାଷ୍ଟ୍ରପତି ହେଲେ । ନିଜ ଶିକ୍ଷା ପାଇଁ କେବେ ସେ ଖବରକାଗଜ ବିକ୍ରି କରୁଥିଲେ । ଏବେ ସାରା ଦୁନିଆ ତାଙ୍କ ଫଟୋ ଛାପୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story