୨୫ ସାଂସଦଙ୍କ ନିଲମ୍ବନ ପ୍ରତିବାଦ: ଆଜି ବି କଂଗ୍ରେସର ବିରୋଧ ଜାରି

ନୂଆଦିଲ୍ଲୀ: ଲୋକସଭାରୁ ୨୫ ଜଣ କଂଗ୍ରେସ ସାଂସଦଙ୍କୁ ନିଲମ୍ବନ କରାଯିବା ଘଟଣାକୁ ନେଇ ଦେଶରେ ରାଜନୀତି ଜୋର ଧରିଛି । ନିଜ ଦଳର ସାଂସଦମାନଙ୍କୁ ନିଲମ୍ବନ କରାଯିବା ପ୍ରତିବାଦରେ ଗତକାଲି କଂଗ୍ରେସ ପକ୍ଷରୁ ଉଗୟ ଗୃହକୁ ବର୍ଜନ କରାଯାଇ ସଂସଦ ପରିସରରେ ଥିବା ଗାନ୍ଧି ମୂର୍ତ୍ତି ଆଗରେ ଧାରଣା ଦେଇଥିଲେ । ଏହି ଧାରଣା ଆଜି ବ  ଜାରି ରହିଛି । ଆଜି ଭଭୟ ରାଜ୍ୟସଭା ଓ ଲୋକସଭାର କଂଗ୍ରେସ ସଦସ୍ୟମାନେ ସଂସଦ ଭବନ ପରିସରରେ ଥିବା […]

c1

c1

Rakesh Mallick
  • Published: Wednesday, 05 August 2015
  • Updated: 05 August 2015, 06:38 AM IST

Sports

Latest News

ନୂଆଦିଲ୍ଲୀ: ଲୋକସଭାରୁ ୨୫ ଜଣ କଂଗ୍ରେସ ସାଂସଦଙ୍କୁ ନିଲମ୍ବନ କରାଯିବା ଘଟଣାକୁ ନେଇ ଦେଶରେ ରାଜନୀତି ଜୋର ଧରିଛି । ନିଜ ଦଳର ସାଂସଦମାନଙ୍କୁ ନିଲମ୍ବନ କରାଯିବା ପ୍ରତିବାଦରେ ଗତକାଲି କଂଗ୍ରେସ ପକ୍ଷରୁ ଉଗୟ ଗୃହକୁ ବର୍ଜନ କରାଯାଇ ସଂସଦ ପରିସରରେ ଥିବା ଗାନ୍ଧି ମୂର୍ତ୍ତି ଆଗରେ ଧାରଣା ଦେଇଥିଲେ । ଏହି ଧାରଣା ଆଜି ବ  ଜାରି ରହିଛି । ଆଜି ଭଭୟ ରାଜ୍ୟସଭା ଓ ଲୋକସଭାର କଂଗ୍ରେସ ସଦସ୍ୟମାନେ ସଂସଦ ଭବନ ପରିସରରେ ଥିବା ଗାନ୍ଧି ମୂର୍ତ୍ତି ଆଗରେ ଧାରଣା ଦେଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ସମସ୍ତ ଦଳୀୟ ସାଂସଦ ପାର୍ଲାମେଣ୍ଟ ଭବନ ଭିତରୁ ଏକ ଶୋଭାଯାତ୍ରାରେ ବାହାରି ଗାନ୍ଧିଙ୍କ ମୂର୍ତ୍ତି ନିକଟକୁ ଆସିଥିଲେ । ଏହି ସମୟରେ ସେମାନେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେବା ସହ କଳାପଟି ପିନ୍ଧିଥିଲେ । କିଛି ସାଂସଦଙ୍କୁ କଳା ପୋଷାକ ପିନ୍ଧିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story