୪୦ ଫୁଟ୍‌ ତଳକୁ ଡେଇଁ ମହିଳାଙ୍କ ଜୀବନ ବଞ୍ଚାଇଲେ ୬୦ ବର୍ଷୀୟ ବୃଦ୍ଧ

ନୂଆଦିଲ୍ଲୀ: ଜଣେ ମଣିଷ ଯେତେବେଳେ ଅନ୍ୟର ମଙ୍ଗଳ ଚିନ୍ତା କରେ ଏବଂ ଅନ୍ୟର ବିପଦ ସମୟରେ ସାହାଯ୍ୟ କରିବାକୁ ବାହାରିପଡ଼େ ସେତେବେଳେ ସେ ମାନବିକତାର ଏକ ଉଦାହରଣ ସୃଷ୍ଟି କରେ। ସେମିତି କିଛି କରିଛନ୍ତି ଜଣେ ୬୦ ବର୍ଷୀୟ ବୃଦ୍ଧ। ନିଜ ଜୀବନକୁ ବାଜି ଲଗାଇ ଏହି ବ୍ୟକ୍ତି ଜଣଙ୍କ ଜଣେ ମହିଳାଙ୍କର ଜୀବନ ବଞ୍ଚାଇଛନ୍ତି। ଘଟଣାଟି ଘଟିଛି ମିଆଁମାରରେ। ମିଆଁମାରର ଡାଲା ପୋର୍ଟରେ କିନ୍‌ ଚାନ୍‌ ମ୍ୟା ନାମକ ଜଣେ ୩୪ ବର୍ଷୀୟା ମହିଳା ଅସାବଧାନତା […]

man

man

Biswobandita Swain
  • Published: Tuesday, 03 March 2020
  • Updated: 03 March 2020, 03:28 PM IST

Sports

Latest News

ନୂଆଦିଲ୍ଲୀ: ଜଣେ ମଣିଷ ଯେତେବେଳେ ଅନ୍ୟର ମଙ୍ଗଳ ଚିନ୍ତା କରେ ଏବଂ ଅନ୍ୟର ବିପଦ ସମୟରେ ସାହାଯ୍ୟ କରିବାକୁ ବାହାରିପଡ଼େ ସେତେବେଳେ ସେ ମାନବିକତାର ଏକ ଉଦାହରଣ ସୃଷ୍ଟି କରେ। ସେମିତି କିଛି କରିଛନ୍ତି ଜଣେ ୬୦ ବର୍ଷୀୟ ବୃଦ୍ଧ। ନିଜ ଜୀବନକୁ ବାଜି ଲଗାଇ ଏହି ବ୍ୟକ୍ତି ଜଣଙ୍କ ଜଣେ ମହିଳାଙ୍କର ଜୀବନ ବଞ୍ଚାଇଛନ୍ତି। ଘଟଣାଟି ଘଟିଛି ମିଆଁମାରରେ।

ମିଆଁମାରର ଡାଲା ପୋର୍ଟରେ କିନ୍‌ ଚାନ୍‌ ମ୍ୟା ନାମକ ଜଣେ ୩୪ ବର୍ଷୀୟା ମହିଳା ଅସାବଧାନତା ହେତୁ ଜାହାଜରୁ ପାଣିକୁ ଖସି ପଡ଼ିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ୬୦ ବର୍ଷ ବୟସ୍କ କ୍ୟାପଟେନ୍‌ ୟୁ ମାଏଣ୍ଟ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁ ପଡିଥିଲେ।

ସେ ପାଖାପାଖି ୪୦ ଫୁଟ ଉପରୁ ପାଣିକୁ ଡେଇଁଥିଲେ ଏବଂ ମହିଳାଙ୍କୁ ପାଣିରୁ ଉଦ୍ଧାର କରି ତାଙ୍କ ଜୀବନ ବଞ୍ଚାଇଥିଲେ। ଏହି ସମୟରେ ଉପସ୍ଥିତ ଲୋକମାନେ କ୍ୟାପଟେନ୍‌ ୟୁ ମାଏଣ୍ଟଙ୍କୁ ସହଯୋଗ କରିଥିଲେ।

କ୍ୟାପଟେନ୍‌ ୟୁ ମାଏଣ୍ଟଙ୍କ କହିବାନୁସାରେ, ‘ମୁଁ ଅନେକ ବର୍ଷ ହେବ ଏଭଳି କାମ କରି ଆସୁଛି। ପାଣି ଭିତରୁ ଅନେକ ଲୋକଙ୍କ ଜୀବନ ବଞ୍ଚାଇଛି। ମତେ ସେ ସମୟରେ କେବଳ ମହିଳାଙ୍କର ଜୀବନ ବଞ୍ଚାଇବାର ଥିଲା। ମୁଁ ତ ବୁଢା ଲୋକ ମୁଁ ମରିଗଲେ କଣ ହେଇଯିବ। ମୁଁ ମରିଯିବାଟା ବଡ଼ କଥା ନୁହେଁ। କିନ୍ତୁ ମହିଳା ଜଣଙ୍କ ବଞ୍ଚିବା ଜରୁରୀ ଥିଲା।

ଏହାପରେ ମହିଳା ଜଣଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା ଏବଂ ସେଠାରୁ ସେ ସୁସ୍ଥ ହୋଇ ଫେରିଥିଲେ। ସ୍ଥାନୀୟ ଲୋକେ କ୍ୟାପଟେନ୍‌ ୟୁ ମାଏଣ୍ଟଙ୍କ ଏଭଳି କାମ ପାଇଁ ତାଙ୍କର ଢେର୍‌ ପ୍ରଶଂସା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story