ଝାରଖଣ୍ଡ: ବୁଥ୍‌ ନିକଟରେ ପୁଲିସ୍‌ର ଗୁଳିମାଡ଼, ୧ ମୃତ ୨ ଆହତ

ରାଞ୍ଚି: ଶନିବାର କିଛି ଲୋକ ଗୋଷ୍ଠୀବଦ୍ଧ ଭାବେ ପୁଲିସ୍‌ଠାରୁ ବନ୍ଧୁକ ଛଡ଼ାଇବାର ଉଦ୍ୟମ କରିବାରୁ କରାଯାଇଥିବା ଗୁଳି ଚାଳନାରେ ଜଣେ ପ୍ରାଣ ହରାଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ଏକ ପୋଲିଂ ବୁଥ୍‌ ନିକଟରେ ଏଭଳି ଘଟଣା ଘଟିଛି। ସିସାଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଏଭଳି ଘଟଣା ଘଟିଛି। ପୁଲିସ୍‌ ଏଡିଜି ମୁରାରୀ ଲାଲ ମୀନା କହିଛନ୍ତି, ସିସାଇ ବିଧାନସଭା ନିର୍ବାଚନମଣ୍ଡଳୀର ୩୬ ନମ୍ବର ବୁଥ୍‌ରେ କିଛି ବିଶୃଙ୍ଖଳିତ ଲୋକଙ୍କ ଉପରକୁ ରାପିଡ୍‌ ଆକ୍ସନ୍‌ ଫୋର୍ସର ଗୁଳିଚାଳନା ଫଳରେ […]

jh

jh

Subrat Kumar Nayak
  • Published: Saturday, 07 December 2019
  • Updated: 07 December 2019, 04:50 PM IST

Sports

Latest News

ରାଞ୍ଚି: ଶନିବାର କିଛି ଲୋକ ଗୋଷ୍ଠୀବଦ୍ଧ ଭାବେ ପୁଲିସ୍‌ଠାରୁ ବନ୍ଧୁକ ଛଡ଼ାଇବାର ଉଦ୍ୟମ କରିବାରୁ କରାଯାଇଥିବା ଗୁଳି ଚାଳନାରେ ଜଣେ ପ୍ରାଣ ହରାଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ଏକ ପୋଲିଂ ବୁଥ୍‌ ନିକଟରେ ଏଭଳି ଘଟଣା ଘଟିଛି। ସିସାଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଏଭଳି ଘଟଣା ଘଟିଛି।

ପୁଲିସ୍‌ ଏଡିଜି ମୁରାରୀ ଲାଲ ମୀନା କହିଛନ୍ତି, ସିସାଇ ବିଧାନସଭା ନିର୍ବାଚନମଣ୍ଡଳୀର ୩୬ ନମ୍ବର ବୁଥ୍‌ରେ କିଛି ବିଶୃଙ୍ଖଳିତ ଲୋକଙ୍କ ଉପରକୁ ରାପିଡ୍‌ ଆକ୍ସନ୍‌ ଫୋର୍ସର ଗୁଳିଚାଳନା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଆହତମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଝାରଖଣ୍ଡ ନିର୍ବାଚନ ଅଧିକାରୀ ବିନୟ କୁମାର ଚୌବେ କହିଛନ୍ତି, ଏହି ଘଟଣା ନେଇ ତଦନ୍ତ ଆରମ୍ଭ ହୋଇଛି। ଏହି ବୁଥ୍‌ରେ ଭୋଟ୍‌ ଗ୍ରହଣ ବନ୍ଦ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story