ପୁଞ୍ଚରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ମୃତ, ୪ ଗୁରୁତର

ଜମ୍ମୁ: ପୁଣି ସୀମାରେ ମନମାନୀ କରିଛି ପାକିସ୍ତାନ। ଅସ୍ତ୍ରବିରତି ଆଇନକୁ ଖୁଲମଖୁଲା ଉଲ୍ଲଂଘନ କରି ପୁଞ୍ଚ ସୀମାରେ ଥିବା ଗାଁ ଓ ଭାରତୀୟ ସେନା ଶିବିରକୁ ଟାର୍ଗେଟ କରିଛି। ରବିବାର ରାତି ୧୧ଟାରୁ ଖବର ଲେଖାଯିବା ପର୍ଯ୍ୟନ୍ତ ସାଧାରଣ ନାଗରିକ ଓ ଭାରତୀୟ ଯବାନଙ୍କ ଉପରକୁ ଜାରି ରଖିଛି ଆଖିବୁଜା ମୋର୍ଟାର ଓ ଗୁଳିମାଡ। ଏଥିରେ ଜଣେ ସାଧାରଣ ଜନତାଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅନ୍ୟପକ୍ଷେ […]

crossfire

crossfire

Rakesh Mallick
  • Published: Monday, 07 September 2015
  • Updated: 07 September 2015, 07:45 AM IST

Sports

Latest News

crossfireଜମ୍ମୁ: ପୁଣି ସୀମାରେ ମନମାନୀ କରିଛି ପାକିସ୍ତାନ। ଅସ୍ତ୍ରବିରତି ଆଇନକୁ ଖୁଲମଖୁଲା ଉଲ୍ଲଂଘନ କରି ପୁଞ୍ଚ ସୀମାରେ ଥିବା ଗାଁ ଓ ଭାରତୀୟ ସେନା ଶିବିରକୁ ଟାର୍ଗେଟ କରିଛି। ରବିବାର ରାତି ୧୧ଟାରୁ ଖବର ଲେଖାଯିବା ପର୍ଯ୍ୟନ୍ତ ସାଧାରଣ ନାଗରିକ ଓ ଭାରତୀୟ ଯବାନଙ୍କ ଉପରକୁ ଜାରି ରଖିଛି ଆଖିବୁଜା ମୋର୍ଟାର ଓ ଗୁଳିମାଡ। ଏଥିରେ ଜଣେ ସାଧାରଣ ଜନତାଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅନ୍ୟପକ୍ଷେ ଭାରତ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି। ଭାରତୀୟ ସେନା ମୁଖପାତ୍ର କହିଛନ୍ତି ଯେ, ରବିବାରରୁ ସୋମବାର ଦିନ ୧୧ ଟା ଯାଏ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ସେନା ପକ୍ଷରୁ ସାଧାରଣ ଲୋକଙ୍କ ଉପରକୁ ୮୨ ଏମଏମ୍ ମୋର୍ଟର ମାଡ କରାଯିବା ସହ ଗୁଳି ଚାଳନା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story