[caption id="attachment_29812" align="alignleft" width="212"] ସହିଦ ମୋହନ ନାଥ ଗୋସ୍ୱାମୀ[/caption]
ଶ୍ରୀନଗର: ଗତ ୧୧ ଦିନ ମଧ୍ୟରେ ୧୦ ଜଣ ଆତଙ୍କବାଦୀଙ୍କୁ ମାରିଥିବା ଭାରତୀୟ ସେନାର ସ୍ପେଶାଲ ଫୋର୍ସର ଯବାନ ମୋହନ ନାଥ ଗୋସ୍ୱାମୀ ସହିଦ ହୋଇଯାଇଛନ୍ତି। ଗତ ଗୁରୁବାର ହାଣ୍ଡୱାରାଠାରେ ଆତଙ୍କବାଦୀଙ୍କ ସହିତ ଲଢୁଥିବା ବେଳେ ସହିଦ ହୋଇଯାଇଥିଲେ। ପ୍ରାଣ ହରାଇବା ପୁର୍ବରୁ ୧୧ ଦିନ ମଧ୍ୟରେ ତାଙ୍କ ଗୁଳିରେ ନିହତ ହୋଇଥିଲେ ୧୦ ଆତଙ୍କବାଦୀ। ଏହି ୧୧ ଦିନ ମଧ୍ୟରେ ସେ ତିନିଟି ଆତଙ୍କବାଦ ବିରୋଧୀ ଅପରେସନରେ ସେ ସାମିଲ ହୋଇଥିଲେ। ଏଥିରେ ସେ ୧୦ ଆତଙ୍କୀ ମାରିଥିବା ବେଳେ ଜଣଙ୍କୁ ଗିରଫ କରାଯାଇଥିଲା।
ଉଧାମପୁରର ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ ଏସ.ଡି କୋସ୍ୱାମୀ କହିଛନ୍ତି ଯେ ମୋହନ ଜଣେ ବୀର ଥିଲେ। ତାଙ୍କର ଯୁଦ୍ଧ କରିବାର ଶୈଳୀ ସମସ୍ତଙ୍କୁ ପ୍ରଭାବିତ କରୁଥିଲା। ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ୟୁନିଟ ଦ୍ୱାରା ହୋଇଥିବା ସମସ୍ତ ଅପରେସନରେ ସେ ସାମିଲ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
'ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଧରିତ୍ରୀ', ଭୀମ ଭୋଇଙ୍କ କବିତା କହିଲେ ପ୍ରଧାନମନ୍ତ୍ରୀ
ଦିଲ୍ଲୀରେ ଆୟୋଜିତ 'ଓଡ଼ିଶା ପର୍ବ' ୨୦୨୪ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Politics
ଇସ୍ତଫା ଦେଲେ ହେମନ୍ତ ସୋରେନ, ନଭେମ୍ବର ୨୮ରେ ନେବେ ଶପଥ
ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ଇସ୍ରଫା ଦେଲେ ହେମନ୍ତ ସୋରେନ।
Politics
ଆସନ୍ତାକାଲି ଶପଥ ନେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ!
ବିଜେପି ନେତୃତ୍ୱାଧୀନ ମହୁୟୁତି ମିଳିତ ମଞ୍ଚ ସରକାର ଗଠନ କରିବାକୁ ଦାବି କରିଛି।
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Viral
ଅଟୋକୁ ଧକ୍କା ଦେଲା କାର୍, ପୁଲିସ୍ କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ
ପୁଲିସ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ମାଡ଼ ମାରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।