ଅରୁଣାଚଳ ପ୍ରଦେଶରେ ଭୂସ୍ଖଳନ, ୧୦ ମୃତଦେହ ଉଦ୍ଧାର

ଇଟ୍ଟାନଗର: ଅରୁଣାଚଳ ପ୍ରଦେଶର ପଶ୍ଚିମ କେମେଙ୍ଗ ଜିଲ୍ଲାର ଭାଲୁଖପୋଙ୍ଗ ଅଞ୍ଚଳରେ ହୋଇଥିବା ଭୂସ୍ଖଳନରେ ୧୦ଜଣଙ୍କର ମୃତଦେହ ଆଜି ଉଦ୍ଧାର କରାଯାଇଛି।  ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାରକାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଗତକାଲି ୫ଟି ମୃତ ଦେହ ଉଦ୍ଧାର କରାଯାଇଥିଲା। ଆଗତିକୁ ମିଶାଇ ମୋଟ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଉଦ୍ଧାରକାର୍ଯ୍ୟରେ ଏନ୍‌ଡିଆରଏଫ୍‌ ଟିମ୍‌, ଆଇଟିବିପି ଓ ସ୍ଥାନୀୟ ବାସିନ୍ଦା ଲାଗିଛନ୍ତି।

Rains in Arunachal Pradesh

Rakesh Mallick
  • Published: Saturday, 02 July 2016
  • , Updated: 13 July 2016, 03:25 PM IST

ଇଟ୍ଟାନଗର: ଅରୁଣାଚଳ ପ୍ରଦେଶର ପଶ୍ଚିମ କେମେଙ୍ଗ ଜିଲ୍ଲାର ଭାଲୁଖପୋଙ୍ଗ ଅଞ୍ଚଳରେ ହୋଇଥିବା ଭୂସ୍ଖଳନରେ ୧୦ଜଣଙ୍କର ମୃତଦେହ ଆଜି ଉଦ୍ଧାର କରାଯାଇଛି।  ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାରକାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଗତକାଲି ୫ଟି ମୃତ ଦେହ ଉଦ୍ଧାର କରାଯାଇଥିଲା। ଆଗତିକୁ ମିଶାଇ ମୋଟ ୧୫ ଜଣଙ୍କର ମୃତ୍ୟୁ ଘଟିଛି।

ଉଦ୍ଧାରକାର୍ଯ୍ୟରେ ଏନ୍‌ଡିଆରଏଫ୍‌ ଟିମ୍‌, ଆଇଟିବିପି ଓ ସ୍ଥାନୀୟ ବାସିନ୍ଦା ଲାଗିଛନ୍ତି।

Related story