୧୦ ଅକ୍ଟୋବରରେ ନେତାଜୀଙ୍କ ପରିବାର ସଦସ୍ୟଙ୍କୁ ଭେଟିବେ ମୋଦି

କୋଲକତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରିବାର ବର୍ଗଙ୍କୁ ୧୪ ଅକ୍ଟୋବରରେ ସାକ୍ଷାତ କରିବେ। ନେତାଜୀ ନାତି ଚନ୍ଦ୍ର ବୋଷ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ‌ଇମେଲ୍ ଦ୍ୱାରା ଏହି ସୂଚନା ଦିଆଯାଇଛି। ସନ୍ଧ୍ୟା ୫ଟା ୩୦ରେ ମୋଦି ତାଙ୍କ ପରିବାରକୁ ଭେଟିବେ। ଏହି ସମୟରେ ବିଭିନ୍ନ ସ୍ଥାନରେ ରହୁଥିବା ନେତାଜୀଙ୍କ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ । ଏହାସହ ନେତାଙ୍କ ଉପରେ ଅନୁଧ୍ୟାନ କରୁଥିବା କିଛି ଲୋକ ମଧ୍ୟ […]

modi

modi

Rakesh Mallick
  • Published: Tuesday, 29 September 2015
  • Updated: 29 September 2015, 09:48 AM IST

Sports

Latest News

କୋଲକତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରିବାର ବର୍ଗଙ୍କୁ ୧୪ ଅକ୍ଟୋବରରେ ସାକ୍ଷାତ କରିବେ। ନେତାଜୀ ନାତି ଚନ୍ଦ୍ର ବୋଷ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ‌ଇମେଲ୍ ଦ୍ୱାରା ଏହି ସୂଚନା ଦିଆଯାଇଛି। ସନ୍ଧ୍ୟା ୫ଟା ୩୦ରେ ମୋଦି ତାଙ୍କ ପରିବାରକୁ ଭେଟିବେ। ଏହି ସମୟରେ ବିଭିନ୍ନ ସ୍ଥାନରେ ରହୁଥିବା ନେତାଜୀଙ୍କ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ । ଏହାସହ ନେତାଙ୍କ ଉପରେ ଅନୁଧ୍ୟାନ କରୁଥିବା କିଛି ଲୋକ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story