ଜୀବନ୍ତ ପୋତି ହୋଇଗଲେ ୧୦ ଶ୍ରମିକ

ହାଇଦ୍ରାବାଦ: ତେଲେଙ୍ଗାନାର ନାରାୟଣପେଟ୍‌ ଜିଲ୍ଲାରେ ଏକ ଭୟଙ୍କର ଘଟଣା ଘଟିଛି। ଏମଜିନରେଗା ଅଧୀନରେ କାର୍ଯ୍ୟ କରୁଥିବା ୧୦ ଜଣ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ଉପରେ ମାଟି ଅତଡ଼ା ଖସି ପଡ଼ିଛି। ଫଳରେ ବିରାଟ ମାଟି ଅତଡ଼ା ତଳେ ଚାପି ହୋଇ ସେମାନେ ପ୍ରାଣ ହରାଇଛନ୍ତି। ମୃତ ଶ୍ରମିକଙ୍କ ମଧ୍ୟରେ କିଛି ମହିଳା ଥିବା ଜଣାପଡ଼ିଛି। ଆଜି ମଧ୍ୟାହ୍ନରେ ୧୨ ଜଣ ଶ୍ରମିକ ଏମଜିନରେଗା ଅଧୀନରେ ତେଲରୁ ଗାଁରେ ଏକ ଖନନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। […]

es

es

Hemant Lenka
  • Published: Wednesday, 10 April 2019
  • Updated: 10 April 2019, 05:50 PM IST

Sports

Latest News

ହାଇଦ୍ରାବାଦ: ତେଲେଙ୍ଗାନାର ନାରାୟଣପେଟ୍‌ ଜିଲ୍ଲାରେ ଏକ ଭୟଙ୍କର ଘଟଣା ଘଟିଛି। ଏମଜିନରେଗା ଅଧୀନରେ କାର୍ଯ୍ୟ କରୁଥିବା ୧୦ ଜଣ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ଉପରେ ମାଟି ଅତଡ଼ା ଖସି ପଡ଼ିଛି। ଫଳରେ ବିରାଟ ମାଟି ଅତଡ଼ା ତଳେ ଚାପି ହୋଇ ସେମାନେ ପ୍ରାଣ ହରାଇଛନ୍ତି। ମୃତ ଶ୍ରମିକଙ୍କ ମଧ୍ୟରେ କିଛି ମହିଳା ଥିବା ଜଣାପଡ଼ିଛି।

ଆଜି ମଧ୍ୟାହ୍ନରେ ୧୨ ଜଣ ଶ୍ରମିକ ଏମଜିନରେଗା ଅଧୀନରେ ତେଲରୁ ଗାଁରେ ଏକ ଖନନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସେମାନେ ଏଠାରେ ଗୋଟିଏ ସ୍ଥାନକୁ ଖୋଳୁଥିବା ବେଳେ ହଠାତ୍‌ ବିରାଟ୍‌ ମାଟି ଅତଡ଼ା ସେମାନଙ୍କ ଉପରେ ଖସି ପଡ଼ିଥିଲା। ଫଳରେ ସମସ୍ତେ ୮ରୁ ୧୦ ଫୁଟ୍‌ ଉଚ୍ଚର ମାଟି ତଳେ ଚାପି ହୋଇଯାଇଥିଲେ। ତେବେ କୌଶଳ କ୍ରମେ ଦୁଇ ଜଣ ମହିଳା ମାଟି ଅତଡ଼ା ମଧ୍ୟରୁ ସୁରକ୍ଷିତ ବାହାରକୁ ଚାଲି ଆସିଥିଲେ।

କିନ୍ତୁ ଅନ୍ୟମାନେ ଏହା ମଧ୍ୟରେ ପୋତି ହୋଇ ପ୍ରାଣ ହରାଇଥିବା ପୁଲିସ୍‌ କହିଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଯଥା ସମ୍ଭବ ସାହାଯ୍ୟ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story