ଟଙ୍କିକିଆକୁ ୧୦୦ ବର୍ଷ

ନୂଆଦିଲ୍ଲୀ: ନୂଆ ନୋଟ୍‌ ପ୍ରଚଳନ ଭିତରେ ଭାରତରେ ପ୍ରଚଳିତ ପୁରୁଣା ନୋଟ୍‌ର ଚାହିଦା କମିନାହିଁ । ଇତିମଧ୍ୟରେ ଦେଶରେ ଟଙ୍କିକିଆ ନୋଟ୍‌କୁ ପୂରିଛି ୧୦୦ ବର୍ଷ । ମାନେ ୧୦୦ ବର୍ଷ ତଳେ ଭାରତୀୟ ଟଙ୍କିକିଆ ନୋଟ୍‌ ପ୍ରଚଳନ ଆରମ୍ଭ ହୋଇଥିଲା । ନଭେମ୍ବର ୩୦, ୧୯୧୭ରେ ବ୍ରିଟିସ୍‌ ସରକାର ଏହକୁ ଛପାଇ ବଜାରକୁ ଛାଡ଼ିଥିଲେ। ପ୍ରଥମେ ଟଙ୍କିକିଆ ନୋଟରେ ‘ଆଇ ପ୍ରମିଜ୍‌ ଟୁ ପେ’ ଲେଖା ଯାଇଥିବା ବେଳେ ଇଂଲଣ୍ଡର ରାଜା ପଞ୍ଚମ ଜର୍ଜଙ୍କ ଫଟୋ […]

one-rupee-note_pti

one-rupee-note_pti

Rakesh Mallick
  • Published: Thursday, 30 November 2017
  • Updated: 30 November 2017, 07:00 PM IST

Sports

Latest News

ନୂଆଦିଲ୍ଲୀ: ନୂଆ ନୋଟ୍‌ ପ୍ରଚଳନ ଭିତରେ ଭାରତରେ ପ୍ରଚଳିତ ପୁରୁଣା ନୋଟ୍‌ର ଚାହିଦା କମିନାହିଁ । ଇତିମଧ୍ୟରେ ଦେଶରେ ଟଙ୍କିକିଆ ନୋଟ୍‌କୁ ପୂରିଛି ୧୦୦ ବର୍ଷ । ମାନେ ୧୦୦ ବର୍ଷ ତଳେ ଭାରତୀୟ ଟଙ୍କିକିଆ ନୋଟ୍‌ ପ୍ରଚଳନ ଆରମ୍ଭ ହୋଇଥିଲା । ନଭେମ୍ବର ୩୦, ୧୯୧୭ରେ ବ୍ରିଟିସ୍‌ ସରକାର ଏହକୁ ଛପାଇ ବଜାରକୁ ଛାଡ଼ିଥିଲେ।

ପ୍ରଥମେ ଟଙ୍କିକିଆ ନୋଟରେ ‘ଆଇ ପ୍ରମିଜ୍‌ ଟୁ ପେ’ ଲେଖା ଯାଇଥିବା ବେଳେ ଇଂଲଣ୍ଡର ରାଜା ପଞ୍ଚମ ଜର୍ଜଙ୍କ ଫଟୋ ରଖା ଯାଇଥିଲା । ୧୯୨୬ରେ ଏହି ନୋଟର ପ୍ରଚଳନ ବନ୍ଦ କରି ଦିଆଯାଇଥିବା ବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହାକୁ ଏକ ନୂଆ ରୂପରେ ପୁଣିଥରେ ବାହାର କରାଗଲା । ସ୍ୱାଧୀନତା ପରେ ପରେ ୧୯୪୮ରେ ନୂଆ ରଙ୍ଗ ଏବଂ ନୁଆ ଆକାରରେ ଟଙ୍କିକିଆ ନୋଟକୁ ଛପାଯିବା ସହ ତା’ଉପରେ ୮ଟି ଭାରତୀୟ ଭାଷାରେ ‘ଓ୍ଵାନ୍‌ ରୁପି’ ନୋଟ୍‌ ଲେଖାଯାଇଥିଲା ।

ଜାଣି ଆଶ୍ଚର୍ଯ୍ୟ ହେବେ,୧୯୧୭ରୁ ୨୦୧୭ ମଧ୍ୟରେ ପ୍ରାୟ ୧୨୫ଟି ନକ୍ସାରେ ଟଙ୍କିକିଆ ନୋଟ ଛପା ଯିବା ସହ ଭିନ୍ନ ଭିନ୍ନ ସିରିୟଲ ନମ୍ବର ଏବଂ ସ୍ୱାକ୍ଷର ଥାଇ ପ୍ରକାଶ କରାଯାଇଛି । ୧୦୦ ବର୍ଷ ମଧ୍ୟରେ ପ୍ରାୟ ୨୮ଥର ଏହି ନୋଟର ଡ଼ିଜାଇନ୍‌ ପରିବର୍ତ୍ତନ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story