ଗୁଣିଗାରେଡ଼ି ଯୋଗୁ କେବଳ ଆସାମରେ ଗଲାଣି ୧୦୭ ଜୀବନ

ଗୁଆହାଟୀ: ୨୦୧୧ ପରଠାରୁ କେବଳ ଆସାମରେ ଗୁଣି ଗାରେଡ଼ି କାରଣରୁ ୧୦୭ ଜୀବନ ଯାଇଛି। ଏଭଳି ସାଂଘାତିକ ତଥ୍ୟ ଦେଇଛନ୍ତି ସ୍ଥାନୀୟ ସରକାର। ସରକାରଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ମୋହନ ପଟୋୱାରୀ ଆସାମ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି। ୨୦୧୧ରୁ ମେ ୨୦୧୬ ମଧ୍ୟରେ ୮୪ ଜଣଙ୍କୁ ହତ୍ୟା କରାଯାଇଥିବାବେଳେ ଏହା ପରଠାରୁ ଗତ ଅକ୍ଟୋବର ମଧ୍ୟରେ ଆଉ ୨୩ ଜଣଙ୍କ ଜୀବନ ଯାଇଛି। ଜଣେ କଂଗ୍ରେସ ବିଧାୟକ ନନ୍ଦିତା ଦାସଙ୍କ ପ୍ରଶ୍ନର ଉତ୍ତରରେ […]

witch-hunt

witch-hunt

Subrat Kumar Nayak
  • Published: Saturday, 30 November 2019
  • Updated: 30 November 2019, 05:59 PM IST

Sports

Latest News

ଗୁଆହାଟୀ: ୨୦୧୧ ପରଠାରୁ କେବଳ ଆସାମରେ ଗୁଣି ଗାରେଡ଼ି କାରଣରୁ ୧୦୭ ଜୀବନ ଯାଇଛି। ଏଭଳି ସାଂଘାତିକ ତଥ୍ୟ ଦେଇଛନ୍ତି ସ୍ଥାନୀୟ ସରକାର। ସରକାରଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ମୋହନ ପଟୋୱାରୀ ଆସାମ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି।

୨୦୧୧ରୁ ମେ ୨୦୧୬ ମଧ୍ୟରେ ୮୪ ଜଣଙ୍କୁ ହତ୍ୟା କରାଯାଇଥିବାବେଳେ ଏହା ପରଠାରୁ ଗତ ଅକ୍ଟୋବର ମଧ୍ୟରେ ଆଉ ୨୩ ଜଣଙ୍କ ଜୀବନ ଯାଇଛି। ଜଣେ କଂଗ୍ରେସ ବିଧାୟକ ନନ୍ଦିତା ଦାସଙ୍କ ପ୍ରଶ୍ନର ଉତ୍ତରରେ ସେ ଏଭଳି କହିଛନ୍ତି।

ସେଠାକାର ସରକାର ଆସାମ ୱିଚ୍‌ ହଣ୍ଟିଂ (ନିରୋଧ, ପ୍ରତିକାର ଏବଂ କଟକଣା) ଆଇନ ୨୦୧୫ ନେଇ ଗତ ବର୍ଷ ଅକ୍ଟୋବରରଆ ବିଜ୍ଞପ୍ତି ଜାରି କରିଥିଲେ। ଏହାପରେ ଅନ୍ଧବିଶ୍ୱାସ ବିରୋଧୀ ଅଭିଯାନ ମଧ୍ୟ ଆରମ୍ଭ କରାଯାଇଥିଲା। ଆସାମରେ ମୁଖ୍ୟମନ୍ତ୍ରୀ ସର୍ବନନ୍ଦ ସୋନ୍‌ୱାଲଙ୍କ ନିକଟରେ ଗୃହ ମନ୍ତ୍ରଣାଳୟ ଥିବାରୁ ତାଙ୍କ ତରଫରୁ ପଟୋୱାରୀ ଏହି ମତ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story