ମଝି ରାତିରେ ଲାଗି ଗଲା ନିଆଁ: ଚାଲିଗଲା ୧୪ ଜୀବନ, ୧୫ରୁ ଅଧିକ ଆହତ

ମୁମ୍ବାଇ: ମୁମ୍ବାଇର ଲୋୟର ପରେଲ ଅଞ୍ଚଳରେ ଥିବା କମଲା ମିଲ୍ସ ପରିସରରେ  ହୋଇଥିବା ଅଗ୍ନିକାଣ୍ଡରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୧ ଜଣ ମହିଳା ଅଛନ୍ତି। ଶ୍ୱାସରୁଦ୍ଧ ହୋଇଯିବାରୁ ଏମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୧୫ରୁ ଅଧିକ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ମୃତ ଓ ଆହତଙ୍କ ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ ବୋଲି କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ […]

mumbaifire

mumbaifire

Rakesh Mallick
  • Published: Friday, 29 December 2017
  • Updated: 29 December 2017, 01:00 PM IST

Sports

Latest News

ମୁମ୍ବାଇ: ମୁମ୍ବାଇର ଲୋୟର ପରେଲ ଅଞ୍ଚଳରେ ଥିବା କମଲା ମିଲ୍ସ ପରିସରରେ  ହୋଇଥିବା ଅଗ୍ନିକାଣ୍ଡରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୧ ଜଣ ମହିଳା ଅଛନ୍ତି। ଶ୍ୱାସରୁଦ୍ଧ ହୋଇଯିବାରୁ ଏମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୧୫ରୁ ଅଧିକ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ମୃତ ଓ ଆହତଙ୍କ ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ ବୋଲି କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ସାଢ଼େ ୧୨ଟା ବେଳେ ନିଆଁ ପ୍ରଥମେ ମୋଜୋ ବିଷ୍ଟ୍ରୋ ଲାଉଞ୍ଜରେ ଲାଗି ଥିଲା। ଦେଖୁ ଦେଖୁ ଏହା ବ୍ୟାପକ ରୂପ ଧାରଣ କରିଥିଲା। ଏତେ ଜୋରରେ ନିଆଁ ଲାଗିଥିଲା ଯେ ଏହାକୁ ଲିଭାଇବା ପାଇଁ ୮ଟି ଦମକଳ ଗାଡ଼ି ଓ ୬ଟି ୱାଟର ଟ୍ୟାଙ୍କରକୁ ନିୟୋଜିତ କରାଯାଇଥିଲା। ତିନି ଘଣ୍ଟାର ସଂଘର୍ଷ ପରେ ନିଆଁକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରାଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ କୋଠାଟିର ବିଦ୍ୟୁତ୍ ସଂଯୋଗକୁ କାଟି ତା’ ଭିତରୁ ୨୦ରୁ ଅଧିକ ଗ୍ୟାସ୍ ସିଲିଣ୍ଡରକୁ ବାହାରକୁ ନେଇ ଆସିଥିଲେ।

ଆହତମାନଙ୍କୁ କିଙ୍ଗ ଏଡୱାର୍ଡ ମେମୋରିଆଲ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ମୋଜୋ ବିଷ୍ଟ୍ରୋ ରେଷ୍ଟୁରାଣ୍ଟ ମାଲିକଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

ସୂଚନାଯୋଗ୍ୟ, କମଲା ମିଲ୍ସ ପରିସରରେ ଅନେକ ନ୍ୟୁଜ୍ ଚ୍ୟାନେଲ୍‌ର ଅଫିସ୍ ରହିଛି। ଏମାନଙ୍କର ଅନେକ ଉପକରଣ ମଧ୍ୟ ଅଗ୍ନିକାଣ୍ଡରେ ନଷ୍ଟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story