IIT-JEEରେ ନାମ ଲେଖାଇଲେ ଅଭୟ: ବୟସ କେତେ ଜାଣିଛନ୍ତି ?

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଫିରୋଜାବାଦ୍‌ର ଅଭୟ ଅଗ୍ରୱାଲ IIT-JEEରେ ନାମ ଲେଖାଇଛନ୍ତି। ବହୁତ ପିଲା ଇଂଜିନିୟରିଂ ପଢୁଛନ୍ତି। ହେଲେ ଆପଣଙ୍କୁ ଆମେ ଅଭୟ ବିଷୟରେ କହିବା ପଢି ଆଶ୍ଚର୍ଯ୍ୟ ଲାଗୁଥିବ। ହଁ, କଥାଟି ଆଶ୍ଚର୍ଯ୍ୟ ହେଲା ଭଳି। ଅଭୟଙ୍କ ବିଷୟରେ କହିବାର କିଛି ବିଶେଷ କାରଣ ରହିଛି। ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଯୋଗୁଁ ଆଜି ସେ ଅସାଧ୍ୟ ପରି ଲାଗୁଥିବା କମକୁ ସାଧ୍ୟ କରି ଦେଖାଇଛନ୍ତି। ସବୁଠାରୁ କମ୍ ବୟସରେ ସେ IIT-JEE (Advanced)ରେ କୃତକାର୍ଯ୍ୟ ହୋଇ […]

abhay

abhay

Rakesh Mallick
  • Published: Tuesday, 04 July 2017
  • Updated: 04 July 2017, 09:58 PM IST

Sports

Latest News

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଫିରୋଜାବାଦ୍‌ର ଅଭୟ ଅଗ୍ରୱାଲ IIT-JEEରେ ନାମ ଲେଖାଇଛନ୍ତି। ବହୁତ ପିଲା ଇଂଜିନିୟରିଂ ପଢୁଛନ୍ତି। ହେଲେ ଆପଣଙ୍କୁ ଆମେ ଅଭୟ ବିଷୟରେ କହିବା ପଢି ଆଶ୍ଚର୍ଯ୍ୟ ଲାଗୁଥିବ। ହଁ, କଥାଟି ଆଶ୍ଚର୍ଯ୍ୟ ହେଲା ଭଳି। ଅଭୟଙ୍କ ବିଷୟରେ କହିବାର କିଛି ବିଶେଷ କାରଣ ରହିଛି। ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଯୋଗୁଁ ଆଜି ସେ ଅସାଧ୍ୟ ପରି ଲାଗୁଥିବା କମକୁ ସାଧ୍ୟ କରି ଦେଖାଇଛନ୍ତି। ସବୁଠାରୁ କମ୍ ବୟସରେ ସେ IIT-JEE (Advanced)ରେ କୃତକାର୍ଯ୍ୟ ହୋଇ ମେକାନିକାଲ ଇଂଜିନିୟରିଂରେ ନାମ ଲେଖାଇଛନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ ମାତ୍ର ୧୫ ବର୍ଷ ବୟସରେ ଅଭୟ ଏହି କୃତିତ୍ୱ ହାସଲ କରିଛନ୍ତି।

ଅଲ୍‌ ଇଣ୍ଡିଆ ଲେଭଲ୍‌ରେ ଅଭୟ ୨୪୬୭ ରାଙ୍କ ରଖିଛନ୍ତି। ତାଙ୍କୁ IIT-BHU ବାରଣାସୀରେ ମେକାନିକାଲ ଇଂଜିନିୟରିଂରେ ନାମ ଲେଖାଇବାକୁ ସୁଯୋଗ ମିଳିଛି।

ଏଏନ୍‌ଆଇକୁ ଅଭୟ କହିଛନ୍ତି- “ମୁଁ କୋଚିଂ ପାଇଁ ଯେତେବେଳେ ମୋ ସହରରେ ନାମ ଲେଖାଇଥିଲି, ବହୁତ ଲୋକ ସମାଲୋଚନା କରିଥିଲେ। ହେଲେ ଏହା ମୋତେ ଅଧିକ ଉତ୍ସାହିତ କରିଥିଲା କଠିନ ପରିଶ୍ରମ କରିବାକୁ।”

ଏଥିପାଇଁ ନିଜକୁ ପ୍ରସ୍ତୁତ କରିବା ସମୟରେ ସୋସିଆଲ ମିଡିଆଠାରୁ ଦୂରେଇ ରହିଥିଲେ ବୋଲି ଅଭୟ କହିଛନ୍ତି।

ଉତ୍ତରପ୍ରଦେଶ ଦଶର ବୋର୍ଡ ପରୀକ୍ଷାରେ ଅଭୟ ୮୫.୬୩ ପ୍ରତିଶତ ଏବଂ ଦ୍ୱାଦଶରେ ୮୭.୨ ପ୍ରତିଶତ ମାର୍କ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story