ଏଫ୍‌ଆର ଟାୱାରରେ ଭୟଙ୍କର ଅଗ୍ନିକାଣ୍ଡ, ୧୭ ମୃତ

ଢାକା(ବାଂଲାଦେଶ): ଢାକାର ଏଫ୍‌ଆର ଟାୱାରଠାରେ ଭୟଙ୍କର ଅଗ୍ନିକାଣ୍ଡରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ ଜଣରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଦିନ ୧୨.୪୫ ସମୟରେ ଏହି କୋଠାର ପଞ୍ଚମ ମହଲାରେ ନିଆଁ ଲାଗିଥିଲା। ଅନେକ ଲୋକ ବର୍ତ୍ତମାନ ମଧ୍ୟ ସେହି କୋଠା ଭିତରେ ଫସିରହିଥିବା ସୂଚନା ମିଳୁଛି। ଏପରିକି କିଛି ଲୋକ ଜୀବନ ବିକଳରେ ଉପର ମହଲାରୁ ଡେଇଁବାକୁ ଉଦ୍ୟମ କରି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ କୁର୍ମିଟୋଲା ହସ୍ପିଟାଲରେ ଆହତମାନଙ୍କୁ […]

fire

fire

Subrat Kumar Nayak
  • Published: Thursday, 28 March 2019
  • Updated: 28 March 2019, 08:51 PM IST

Sports

Latest News

ଢାକା(ବାଂଲାଦେଶ): ଢାକାର ଏଫ୍‌ଆର ଟାୱାରଠାରେ ଭୟଙ୍କର ଅଗ୍ନିକାଣ୍ଡରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ ଜଣରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଦିନ ୧୨.୪୫ ସମୟରେ ଏହି କୋଠାର ପଞ୍ଚମ ମହଲାରେ ନିଆଁ ଲାଗିଥିଲା।

ଅନେକ ଲୋକ ବର୍ତ୍ତମାନ ମଧ୍ୟ ସେହି କୋଠା ଭିତରେ ଫସିରହିଥିବା ସୂଚନା ମିଳୁଛି। ଏପରିକି କିଛି ଲୋକ ଜୀବନ ବିକଳରେ ଉପର ମହଲାରୁ ଡେଇଁବାକୁ ଉଦ୍ୟମ କରି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ କୁର୍ମିଟୋଲା ହସ୍ପିଟାଲରେ ଆହତମାନଙ୍କୁ ଭର୍ତ୍ତି କରାଯାଇଛି।

ଏହି ହସ୍ପିଟାଲର ନିର୍ଦ୍ଦେଶକ ଜେନେରାଲ ନଫିକନ୍‌ ନବିଙ୍କ କହିବା ଅନୁଯାୟୀ, ଏହି ଘଟଣାରେ ଜଣେ ଶ୍ରୀଲଙ୍କା ନାଗରିକ ନିରସ ଚନ୍ଦ୍ର ମଧ୍ୟ ମୃତ୍ୟୁବରଣ କରିଛନ୍ତି। ଏକାଧିକ ଦମକଳ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ନୌବାହିନୀ, ସେନାବାହିନୀ ଏବଂ ବାୟୁସେନା ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ବାୟୁସେନାର ୨ଟି ହେଲିକପ୍ଟର ମଧ୍ୟ ନିଆଁଲିଭାଳିମାନଙ୍କୁ ସାହାଯ୍ୟ କରୁଛନ୍ତି।

ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story