କୁର୍ଦ୍ଦିଶ ଅଞ୍ଚଳରେ ସିରିଆ ବିଦ୍ରୋହୀଙ୍କ ଗୁଳିଗୋଳା ବର୍ଷଣ,୧୮ ମୃତ, ୭୦ ଆହତ

ଅଲିପ୍ପୋ: ଉତ୍ତର ସିରିଆର କୁର୍ଦ୍ଦିଶ ବହୁଳ ଅଲିପ୍ପୋ ସହର ଉପରେ ସିରିଆ ବିଦ୍ରୋହୀଙ୍କ ଗୁଳିଗୋଳା ବର୍ଷଣରେ ଜଣେ ଗର୍ଭବତୀ ମହିଳା ଓ ୩ ଶିଶୁଙ୍କ ସମେତ ୧୮ଜଣ ନାଗରିକ ପ୍ରାଣ ହରାଇଛନ୍ତି। ବ୍ରିଟେନରେ ଅବସ୍ଥାପିତ ଏକ ମାନବିକ ଅଧିକାର ସଂସ୍ଥା କହିଛି ଏହି ବିଦ୍ରୋହରେ ୭୦ ଜଣ ସାଧାରଣ ଲୋକ ଗୁରୁତର ଆହତ ପାଇଛନ୍ତି। ସେମାନଙ୍କ ମଧ୍ୟରେ ୩୦ ଜଣ ଛାତ୍ର ରହିଛନ୍ତି। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

syria-rebel-shellin-copy

Rakesh Mallick
  • Published: Wednesday, 06 April 2016
  • , Updated: 04 May 2017, 03:44 PM IST

ଅଲିପ୍ପୋ: ଉତ୍ତର ସିରିଆର କୁର୍ଦ୍ଦିଶ ବହୁଳ ଅଲିପ୍ପୋ ସହର ଉପରେ ସିରିଆ ବିଦ୍ରୋହୀଙ୍କ ଗୁଳିଗୋଳା ବର୍ଷଣରେ ଜଣେ ଗର୍ଭବତୀ ମହିଳା ଓ ୩ ଶିଶୁଙ୍କ ସମେତ ୧୮ଜଣ ନାଗରିକ ପ୍ରାଣ ହରାଇଛନ୍ତି।

ବ୍ରିଟେନରେ ଅବସ୍ଥାପିତ ଏକ ମାନବିକ ଅଧିକାର ସଂସ୍ଥା କହିଛି ଏହି ବିଦ୍ରୋହରେ ୭୦ ଜଣ ସାଧାରଣ ଲୋକ ଗୁରୁତର ଆହତ ପାଇଛନ୍ତି। ସେମାନଙ୍କ ମଧ୍ୟରେ ୩୦ ଜଣ ଛାତ୍ର ରହିଛନ୍ତି।

ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related story