ଘାଟିରେ ଓଲଟିଲା ଭ୍ୟାନ୍‌, ୧୯ ସିଆରପିଏଫ୍‌ ଯବାନ ଆହତ

ଶ୍ରୀନଗର: ଶ୍ରୀନଗରର ବେମିନ ଅଞ୍ଚଳରେ ଆଜି ସକାଳେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଥିରେ ୧୯ ସିଆରପିଏଫ୍‌ ଯବାନ ଆହତ ହୋଇଛନ୍ତି। ବେମିନା ଦେଇ ୨୧ ଜଣ ଯବାନଙ୍କୁ ନେଇ ଭ୍ୟାନ୍‌ଟି ଯାଉଥିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇଥିଲେ। ଫଳରେ ଗାଡି ଓଲଟି ପଡିଥିଲା ଓ ଏଥିରେ ଥିବା ୧୯ ଜଣ ଯବାନ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ସ୍ଥାନୀୟ ଜେଭିସି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଉଦ୍‌ବେଗଜନକ ହେବାରୁ ଏହି ଯବାନମାନଙ୍କ ମଧ୍ୟରୁ ୭ […]

64339469

64339469

Rakesh Mallick
  • Published: Sunday, 27 May 2018
  • Updated: 27 May 2018, 01:34 PM IST

ଶ୍ରୀନଗର: ଶ୍ରୀନଗରର ବେମିନ ଅଞ୍ଚଳରେ ଆଜି ସକାଳେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଥିରେ ୧୯ ସିଆରପିଏଫ୍‌ ଯବାନ ଆହତ ହୋଇଛନ୍ତି। ବେମିନା ଦେଇ ୨୧ ଜଣ ଯବାନଙ୍କୁ ନେଇ ଭ୍ୟାନ୍‌ଟି ଯାଉଥିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇଥିଲେ। ଫଳରେ ଗାଡି ଓଲଟି ପଡିଥିଲା ଓ ଏଥିରେ ଥିବା ୧୯ ଜଣ ଯବାନ ଆହତ ହୋଇଥିଲେ।

ସେମାନଙ୍କୁ ତୁରନ୍ତ ସ୍ଥାନୀୟ ଜେଭିସି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଉଦ୍‌ବେଗଜନକ ହେବାରୁ ଏହି ଯବାନମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଆର୍ମି ବେସ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ୭ ଜଣଙ୍କ ମଧ୍ୟରୁ ଜଣେ ଯବାନଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିବାରୁ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି।

ସକାଳ ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ଘଟିଥିବା ବେଳେ ସୌଭାଗ୍ୟକୁ କାହାର ମୃତ୍ୟୁ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story