ଅଦାଲତରେ ୭୧’ ଯୁଦ୍ଧ: ପତ୍ନୀଙ୍କ ଦାବି ସ୍ୱାମୀ ପାକିସ୍ତାନରେ ଅଛନ୍ତି, ବିଏସଏଫ୍‌ କହିଲା ସେ ମରିଯାଇଛନ୍ତି

ନୂଆଦିଲ୍ଲୀ:୧୯୭୧ ଯୁଦ୍ଧର ଜଣେ ସୈନ୍ୟଙ୍କ ପତ୍ନୀ ଦ୍ୱାରା ହୋଇଥିବା ଆବେଦନର ଶୁଣାଣି କରି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ କରିଛନ୍ତି।  ସମ୍ପୃକ୍ତ ମହିଳାଙ୍କ ଦାବି ତାଙ୍କ ସ୍ୱାମୀ ଏବେ ବି ପାକିସ୍ତାନରେ ବଞ୍ଚିଛନ୍ତି। ତାଙ୍କୁ ସ୍ୱଦେଶ ଫେରେଇ ଅଣାଯାଉ ବୋଲି ମହିଳା ଜଣକ ଦାବି କରିଛନ୍ତି। ଏନେଇ ହାଇକୋର୍ଟର ଜଷ୍ଟିସ ରାକେଶ କୁମାର ଜୈନଙ୍କ ଖଣ୍ଡପୀଠ ବୈଦେଶିକ ମନ୍ତ୍ରଣାଳୟ ଏବଂ ବିଏସଏଫକୁ ନୋଟିସ କରି ଜବାବ ମାଗିଛନ୍ତି।  ନଭେମ୍ବର ୧୧ ସୁଦ୍ଧା ରିପୋର୍ଟ […]

Rakesh Mallick
  • Published: Friday, 13 October 2017
  • Updated: 13 October 2017, 07:05 AM IST

Sports

Latest News

ନୂଆଦିଲ୍ଲୀ:୧୯୭୧ ଯୁଦ୍ଧର ଜଣେ ସୈନ୍ୟଙ୍କ ପତ୍ନୀ ଦ୍ୱାରା ହୋଇଥିବା ଆବେଦନର ଶୁଣାଣି କରି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ କରିଛନ୍ତି।  ସମ୍ପୃକ୍ତ ମହିଳାଙ୍କ ଦାବି ତାଙ୍କ ସ୍ୱାମୀ ଏବେ ବି ପାକିସ୍ତାନରେ ବଞ୍ଚିଛନ୍ତି। ତାଙ୍କୁ ସ୍ୱଦେଶ ଫେରେଇ ଅଣାଯାଉ ବୋଲି ମହିଳା ଜଣକ ଦାବି କରିଛନ୍ତି। ଏନେଇ ହାଇକୋର୍ଟର ଜଷ୍ଟିସ ରାକେଶ କୁମାର ଜୈନଙ୍କ ଖଣ୍ଡପୀଠ ବୈଦେଶିକ ମନ୍ତ୍ରଣାଳୟ ଏବଂ ବିଏସଏଫକୁ ନୋଟିସ କରି ଜବାବ ମାଗିଛନ୍ତି।  ନଭେମ୍ବର ୧୧ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି।  କୋର୍ଟରେ ଫରିଦାବାଦର ଅଙ୍ଗରେଜ୍‌ କୌର ନାମ୍ନୀ ଜଣେ ମହିଳା ଏଭଳି ଅଭିଯୋଗ ଆଣିଛନ୍ତି।

ସେ କହିଛନ୍ତି ଯେ, ସୁରଜିତ ସିଂ ହେଉଛନ୍ତି ତାଙ୍କ ସ୍ୱାମୀ । ସେ ବିଏସଏଫରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ। ୧୯୭୧ ଡିସେମ୍ବର ୪ରେ ପାକିସ୍ତାନ ସୈନ୍ୟ ତାଙ୍କୁ  ବନ୍ଦୀ କରି ଉଠାଇନେଇଥିଲା।  ଅନ୍ୟପକ୍ଷରେ ବିଏସଏଫର କହିବା ଅନୁଯାୟୀ ସମ୍ପୃକ୍ତ କନଷ୍ଟେବଳଙ୍କର ଚାମ୍ବା ସେକ୍ଟରରେ ମୃତ୍ୟୁ ଘଟିଥିଲା।  ହେଲେ ଆବେଦନକାରୀଙ୍କ କହିବା ଅନୁଯାୟୀ ତାଙ୍କ ସ୍ୱାମୀ ମରିନାହାନ୍ତି।

ସେ ଏବେ ବି ପାକିସ୍ତାନରେ ଜୀବିତ ଅଛନ୍ତି। ଆବେଦନକାରୀଙ୍କ ଓକିଲଙ୍କ କହିବା ଅନୁଯାୟୀ ସୁରଜିତ ବଞ୍ଚିଥିବା ପ୍ରମାଣ ରହିଛି। କାରଣ ସୁରଜିତ୍ ସିଂ ପାକ୍‌ ଜେଲରେ ଥିବା ୨୦୧୧ ଏପ୍ରିଲ ୨୮ ତାରିଖରେ ପାକିସ୍ତାନର ମାନବାଧିକାର କର୍ମୀ  ଅନ୍ସର ବୁରେନି ସେଠାକାର ଏକ ଟିଭି ଚାନେଲକୁ ଦେଇଥିବା ସାକ୍ଷାତକାରରେ ପ୍ରକାଶ କରିଥିଲେ। ତାଙ୍କୁ ଉଠାଇନିଆ ଯିବା ପରେ ସେଠାରେ ସୁରଜିତଙ୍କୁ ୨୦ ବର୍ଷ ଜେଲ ହୋଇଥିବା ସମ୍ପୃକ୍ତ ମାନାବାଧିକାର କର୍ମୀ ପ୍ରକାଶ କରିଥିଲେ।  ଏବେବି ସେ ପାକିସ୍ତାନର ଥିବା ତାଙ୍କ ପତ୍ନୀ ଅଙ୍ଗରେଜ୍‌ କୌର ଦାବି କରିଛନ୍ତି। ତାଙ୍କୁ ଫେରେଇ ଅଣାଯିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ମହିଳା ଜଣକ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story