ଦେଶର ପ୍ରଥମ ମହିଳା ଫଟୋ ସମ୍ବାଦିକଙ୍କୁ ଏମିତି ଶ୍ରଦ୍ଧାଞ୍ଜଳି ଦେଲା ଗୁଗଲ

ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ଫଟୋ ସାମ୍ବାଦିକ ହୋମାଇ ଭ୍ୟାରାୱାଲାଙ୍କୁ ଡୁଡୁଲ୍‌ରେ ଶ୍ରଦ୍ଧାଞ୍ଜଳି ଦେଇଛି ଗୁଗୁଲ। ତାଙ୍କର ୧୦୪ ତମ ଜୟନ୍ତୀରେ ଗୁଗଲ୍‌ ତାର ଲୋଗରେ ଡୁଡୁଲ ତିଆରି କରି ଏଭଳି ଶ୍ରଦ୍ଧାଞ୍ଜଳୀ ଦେଇଛି। ଏପିର କରି ତାଙ୍କୁ ‘ଫାଷ୍ଟ ଲେଡି ଅଫ୍‌ ଦି ଲେନ୍‌ସ’ର ସମ୍ମାନ ଦେଇଛି। Doodle କ’ଣ: ଏହା ହେଉଛି ଏକ ଗୁଗଲ ୱେବ୍ ପେଜ୍‌ରେ ଦୃଶ୍ୟାୟିତ ହେଉଥିବା ସ୍ଥିର ଚିତ୍ର ବା ଗ୍ରାଫିକ୍ସ ଇମେଜ୍। କୌଣସି ନିର୍ଦ୍ଦିଷ୍ଟ ଦିବସ ବା ଉତ୍ସବ […]

google

google

Rakesh Mallick
  • Published: Saturday, 09 December 2017
  • Updated: 09 December 2017, 10:23 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ଫଟୋ ସାମ୍ବାଦିକ ହୋମାଇ ଭ୍ୟାରାୱାଲାଙ୍କୁ ଡୁଡୁଲ୍‌ରେ ଶ୍ରଦ୍ଧାଞ୍ଜଳି ଦେଇଛି ଗୁଗୁଲ। ତାଙ୍କର ୧୦୪ ତମ ଜୟନ୍ତୀରେ ଗୁଗଲ୍‌ ତାର ଲୋଗରେ ଡୁଡୁଲ ତିଆରି କରି ଏଭଳି ଶ୍ରଦ୍ଧାଞ୍ଜଳୀ ଦେଇଛି। ଏପିର କରି ତାଙ୍କୁ ‘ଫାଷ୍ଟ ଲେଡି ଅଫ୍‌ ଦି ଲେନ୍‌ସ’ର ସମ୍ମାନ ଦେଇଛି।

Doodle : ଏହା ହେଉଛି ଏକ ଗୁଗଲ ୱେବ୍ ପେଜ୍‌ରେ ଦୃଶ୍ୟାୟିତ ହେଉଥିବା ସ୍ଥିର ଚିତ୍ର ବା ଗ୍ରାଫିକ୍ସ ଇମେଜ୍। କୌଣସି ନିର୍ଦ୍ଦିଷ୍ଟ ଦିବସ ବା ଉତ୍ସବ ପାଳନ ସହ ବିଶିଷ୍ଟ ବ୍ୟକ୍ତିଙ୍କୁ ବଧେଇ ଦେବାକୁ ଗୁଗଲ୍ ଏହାକୁ ସ୍ୱତନ୍ତ୍ରଭାବେ ପ୍ରସ୍ତୁତ କରିଥାଏ।

ହୋମାଇ ଭ୍ୟାରାୱାଲାଙ୍କ ଜନ୍ମ ୧୯୧୩ ମସିହା ଡିସେମ୍ବର ୧୩ରେ ଗୁଜରାଟରେ ହୋଇଥିଲା। ଦେଶର ଫଟୋ ସମ୍ବାଦିକତା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ରହିଛି। ଭାରତର ଇତିହାସକୁ କ୍ୟାମେରା ଲେନ୍ସରେ କଏଦ କରିଥିବା ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା। ତାଙ୍କରି ପାଇଁ ଆଜି ଇତିହାସ ବନିଥିବା ଅନେକ ଫଟୋରେ ଆମ ଦେଖିବାକୁ ପାଉଛେ।  ଅନେକ ବଡ଼ ବଡ଼ ବ୍ୟକ୍ତିତ୍ୱଙ୍କର ଫଟୋ ତାଙ୍କ କ୍ୟାମେରାରେ କଏଦ ହୋଇଥିଲା।

ସ୍ୱାଧୀନତା ପରେ ପ୍ରଥମେ ଲାଲ୍‌କିଲାରେ ତିରଙ୍ଗା ଉଡିବାର ଚିତ୍ର, ଭାରତରୁ ଲର୍ଡ ମାଉଣ୍ଟବେଟନଙ୍କ ପ୍ରସ୍ଥାନ, ମାହାତ୍ମା ଗାନ୍ଧି, ଜବାହାରଲାଲ୍ ନେହରୁ ଓ ଲାଲ୍‌ବାହାଦୁର ଶାସ୍ତ୍ରୀଙ୍କ ମହାଯାତ୍ରା ଭିଳି ଅନେକ ସ୍ମରଣୀୟ ମୂହୁର୍ତ୍ତର ଫଟୋ ସେ ହିଁ ଉତ୍ତୋଳନ କରିଥିଲେ।

ତତ୍କାଳୀନ ପ୍ରଧନମନ୍ତ୍ରୀ ଜବାହାର ଲାଲ୍‌ ନେହେରୁଙ୍କ ଫଟୋ ଉଠାଇବାକୁ ସେ ଅଧିକ ପସନ୍ଦ କରୁଥିଲେ। ସ୍ୱାମୀଙ୍କ ଦେହାନ୍ତ ପରେ ୧୯୭୦ରେ ପେଶାଦାର ଫଟୋଗ୍ରାଫିରୁ ସେ ସନ୍ୟାସ ନେଇଥିଲେ। ୨୦୧୧ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ ଭାରତ ସରକାର। ଜନୁୟାରୀ ୧୫ ତାରିଖ ୨୦୧୨ରେ ଗୁଜରାଟ୍‌ର ଭଡୋଦ୍ରାଠାରେ ୯୮ ବର୍ଷ ବୟସରେ ଏହି ମହାନାୟିକାଙ୍କର ମହାପରାୟଣ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story