ବ୍ୟବସାୟୀଙ୍କୁ ଅପହରଣ ଓ ହତ୍ୟା ମାମଲାରେ ୨ ଓଡ଼ିଆ ଗିରଫ

ସୁରଟ: ଗୁଜରାଟର ସୁରଟରେ ଜଣେ ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା ଘଟଣାରେ ୨ ଓଡିଆ ଯୁବକ ଗିରଫ ହୋଇଛନ୍ତି। ୨ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲାର ମୁକେଶ ସାହୁ ଏବଂ ରବି ବେହେରା। ୭୦ ହଜାର ଟଙ୍କାର ଋଣକୁ ନେଇ ଏମାନେ ଜଗଦୀଶ ପଟେଲ ନାମକ ଜଣେ ବ୍ୟବସାୟୀଙ୍କୁ କାରଖାନାକୁ ଯାଉଥିବାବେଳେ ଅପହରଣ କରିବା ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତକାଲି ସାୟନ ଅଞ୍ଚଳର ଏକ ବିଲରୁ ଜଗଦୀଶଙ୍କ ଶବ ମିଳିଥିଲା। ଋଣ ନଦେବାରୁ  ଅଭିଯୁକ୍ତମାନେ […]

odia

odia

Rakesh Mallick
  • Published: Thursday, 05 October 2017
  • Updated: 05 October 2017, 07:34 PM IST

Sports

Latest News

ସୁରଟ: ଗୁଜରାଟର ସୁରଟରେ ଜଣେ ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା ଘଟଣାରେ ୨ ଓଡିଆ ଯୁବକ ଗିରଫ ହୋଇଛନ୍ତି। ୨ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲାର ମୁକେଶ ସାହୁ ଏବଂ ରବି ବେହେରା। ୭୦ ହଜାର ଟଙ୍କାର ଋଣକୁ ନେଇ ଏମାନେ ଜଗଦୀଶ ପଟେଲ ନାମକ ଜଣେ ବ୍ୟବସାୟୀଙ୍କୁ କାରଖାନାକୁ ଯାଉଥିବାବେଳେ ଅପହରଣ କରିବା ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଗତକାଲି ସାୟନ ଅଞ୍ଚଳର ଏକ ବିଲରୁ ଜଗଦୀଶଙ୍କ ଶବ ମିଳିଥିଲା। ଋଣ ନଦେବାରୁ  ଅଭିଯୁକ୍ତମାନେ ତାଙ୍କୁ ଅପହରଣ କରି ୪୦ ଲକ୍ଷ ଟଙ୍କା ମାଗିଥିଲେ। ଟଙ୍କା ନ ମିଳିବାରୁ ସେମାନେ ଜଗଦୀଶଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story