ମଧ୍ୟପ୍ରଦେଶ: ଝାବୁଆର ଏକ ରେଷ୍ଟୁରାଣ୍ଟରେ ଗ୍ୟାସ୍ ସିଲିଣ୍ଡର ଫାଟି ୮୨ ମୃତ

ଝାବୁଆ: ମଧ୍ୟପ୍ରଦେଶ ଝାବୁଆ ଜିଲ୍ଲାରେ ଗ୍ୟାସ୍ ସିଲିଣ୍ଡର ଫାଟି ୮୨ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାରେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଶନିବାର ସକାଳେ ଏହି ଅଘଟଣ ଘଟିଛି। ଝାବୁଆରେ ସେଥିୟା ନାମକ ଏକ ରେଷ୍ଟୁରାଣ୍ଟରେ ଏହି ବିସ୍ଫୋରଣ ହୋଇଛି। ରେଷ୍ଟୁରାଣ୍ଟରେ ବାଣ ନିର୍ମାଣ ପାଇଁ ବ୍ୟବହାର ହେଉଥିବା କିଛି ବିସ୍ଫୋରଣ ଦ୍ରବ୍ୟ ରହିଥିବା ବେଳେ ଏଥିରେ ନିଆଁଲାଗି ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ବିସ୍ଫୋରଣ […]

jhabua-explosion

jhabua-explosion

Rakesh Mallick
  • Published: Saturday, 12 September 2015
  • Updated: 12 September 2015, 12:47 PM IST

Sports

Latest News

jhabua-explosionଝାବୁଆ: ମଧ୍ୟପ୍ରଦେଶ ଝାବୁଆ ଜିଲ୍ଲାରେ ଗ୍ୟାସ୍ ସିଲିଣ୍ଡର ଫାଟି ୮୨ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାରେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଶନିବାର ସକାଳେ ଏହି ଅଘଟଣ ଘଟିଛି। ଝାବୁଆରେ ସେଥିୟା ନାମକ ଏକ ରେଷ୍ଟୁରାଣ୍ଟରେ ଏହି ବିସ୍ଫୋରଣ ହୋଇଛି। ରେଷ୍ଟୁରାଣ୍ଟରେ ବାଣ ନିର୍ମାଣ ପାଇଁ ବ୍ୟବହାର ହେଉଥିବା କିଛି ବିସ୍ଫୋରଣ ଦ୍ରବ୍ୟ ରହିଥିବା ବେଳେ ଏଥିରେ ନିଆଁଲାଗି ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ରେଷ୍ଟୁରାଣ୍ଟଟି ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆଖପାଖର ୧୫ରୁ ଅଧିକ ଘରେ ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ମୃତଦେହ ସବୁ ଖଣ୍ଡ ବିଖଣ୍ଡିତ ହୋଇ ପଡିଥିବା ଦେଖିବାକୁ ମିଳିଛି। ବରିଷ୍ଠ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ,ମେଡିକାଲ ଟିମ, ଅଗ୍ନିଶମ ବିଭାଗ ଓ ଆର୍ମି ପହଞ୍ଚ ଉଦ୍ଧାର କାର୍ଯ୍ୟକୁ ଜାରି ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story