ଗୁଇନ୍ଦା ବିଭାଗ ଜାରି କଲା ହାଇଆଲର୍ଟ: ସତର୍କ ରୁହନ୍ତୁ, ଦେଶ ଭିତରେ ଆତଙ୍କବାଦୀ

ନୂଆଦିଲ୍ଲୀ: ପୁଣି ଥରେ ସେନା ଉପରକୁ ଆତଙ୍କବାଦୀ ହମଲା । ଜାମ୍ମୁ ଓ କାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେଡ଼ ଓ ଗୁଳିମାଡ଼ ହୋଇଛି। CRPF ବାଟାଲିୟନ୍‌ ଯବାନଙ୍କ ଉପରକୁ ଏହି ଆକ୍ରମଣ ହୋଇଛି । ଯବାନମାନେ ଏକ ବଂକର ଗାଡ଼ିରେ ସର୍ଚ୍ଚ ଅପରେସନ୍‌ ଲାଗି ଯାଉଥିବା ବେଳେ ଏହି ଆକ୍ରମଣ ହୋଇଥିବା ଜଣାପଡିଛି। ଆକ୍ରମଣରେ ଦୁଇ ଯବାନଙ୍କ ସମେତ ଜଣେ ସାଧାରଣ ଲୋକ ଆହତ ହୋଇଛନ୍ତି । ଘଟଣା ପରେ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ […]

terror

terror

Rakesh Mallick
  • Published: Friday, 01 June 2018
  • Updated: 01 June 2018, 08:06 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ଥରେ ସେନା ଉପରକୁ ଆତଙ୍କବାଦୀ ହମଲା । ଜାମ୍ମୁ ଓ କାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେଡ଼ ଓ ଗୁଳିମାଡ଼ ହୋଇଛି। CRPF ବାଟାଲିୟନ୍‌ ଯବାନଙ୍କ ଉପରକୁ ଏହି ଆକ୍ରମଣ ହୋଇଛି । ଯବାନମାନେ ଏକ ବଂକର ଗାଡ଼ିରେ ସର୍ଚ୍ଚ ଅପରେସନ୍‌ ଲାଗି ଯାଉଥିବା ବେଳେ ଏହି ଆକ୍ରମଣ ହୋଇଥିବା ଜଣାପଡିଛି। ଆକ୍ରମଣରେ ଦୁଇ ଯବାନଙ୍କ ସମେତ ଜଣେ ସାଧାରଣ ଲୋକ ଆହତ ହୋଇଛନ୍ତି । ଘଟଣା ପରେ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି। ପୁଲୱାମାର ବିଭିନ୍ନ ପ୍ରବେଶ ପଥକୁ ସିଲ୍ କରିଦିଆ ଯାଇଛି । ସର୍ଚ୍ଚ ଅପରେସନ୍ ବେଳେ ସୁରକ୍ଷାକର୍ମୀଙ୍କୁ ତିନୋଟି ବ୍ୟାଗ୍‌ରେ ଭତ୍ତି IED ଜବତ କରିଛନ୍ତି।

ଜାମ୍ମୁକଶ୍ମୀର ସୀମା ଦେଇ ଦେଶ ଭିତରେ ୨୦ ଜଣ ଆତଙ୍କବାଦୀ ପ୍ରବେଶ କରିଥିବା ନେଇ ସତର୍କସୂଚନା ଜାରି କରିଛି ଗୁଇନ୍ଦା ବିଭାଗ।  ଏହି ସମସ୍ତ ଆତଙ୍କବାଦୀ ପାକ୍‌ ଅଧିକୃତ କାଶ୍ମୀର ଦେଇ ଭାରତକୁ ପ୍ରବେଶ କରିଛନ୍ତି । ଆତଙ୍କବାଦୀମାନେ  ପାକିସ୍ତାନରେ ଥିବା ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମହମ୍ମଦର ସଦସ୍ୟ ଥିବା ସୂଚନା ମିଳିଛି । ମୁଖ୍ୟତଃ ଜାମ୍ମୁ କାଶ୍ମୀର ଦକ୍ଷିଣ ଜିଲ୍ଲା ସହ ଦେଶର ବିଭିନ୍ନ ସ୍ଥାନରେ ବଡଧରଣର ଆତଙ୍କବାଦ ହମଲା କରିବାକୁ ଟାର୍ଗେଟ ରହିଛି । ସବୁଥର ଭଳି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିପାରନ୍ତି ଏହି ଆତଙ୍କବାଦୀ । ପବିତ୍ର ରମଜାନ ମାସ ଅବସରରେ ଅପରେସନ୍ ଅଲଆଉଟ୍ ଉପରେ କେନ୍ଦ୍ର ସରକାର ରୋକ ଲଗାଇଥିବା ବେଳେ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରହିଛି । ଏଭଳି ସ୍ଥିତିରେ ଛୋଟ ଛୋଟ ଦଳ ହୋଇ ଏହି ଆତଙ୍କବାଦୀମାନେ ରମଜାନ ମାସରେ ଅରାଜକତା ସୃଷ୍ଟି କରିବା ଲକ୍ଷ୍ୟରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story