ପାକିସ୍ତାନରୁ ଆସିଥିବା ୨୦୦ କୋଟି ଟଙ୍କାର ହେରୋଇନ୍ ଓ ବ୍ରାଉନ୍ ସୁଗାର ଜବତ

ନୂଆଦିଲ୍ଲୀ: ଦେଶର ସୀମାରେ ସବୁବେଳେ ନିଶା ବେପାରୀ ସକ୍ରିୟ ଥାଆନ୍ତି। ପଞ୍ଜାବ, ରାଜସ୍ଥାନ ଓ ଜମ୍ମୁ-କାଶ୍ମୀର ସୀମାରେ ନିଶା ବେପାରୀ ସକ୍ରିୟ ରହନ୍ତି। ଜମ୍ମୁ-କାଶ୍ମୀର ପୋଲିସ୍ ପୁଣି ଥରେ ସୀମା ଆରପଟୁ ଆସିଥିବା ୨୦୦ କୋଟି ଟଙ୍କାର ହେରୋଇନ୍ ଓ ବ୍ରାଉନ୍‌ ସୁଗାର ଜବତ କରିଛି। ଏହା ସହିତ ଜଣେ ଟ୍ରକ୍ ଡ୍ରାଇଭରକୁ ଗିରଫ କରିଛି। ଗତକାଲି ଜମ୍ମୁ-କାଶ୍ମୀରର ବାରାମୂଲା ପୋଲିସ୍ ଓ ସେନାର ମିଳିତ କାର୍ଯ୍ୟାନୁଷ୍ଠାନରେ ଭାରତ ଆସୁଥିବା ଏକ ଟ୍ରକ୍‌ରୁ ୨୫ କିଲୋ ହେରୋଇନ୍ […]

a

a

Rakesh Mallick
  • Published: Saturday, 22 July 2017
  • Updated: 22 July 2017, 11:31 AM IST

Sports

Latest News

ନୂଆଦିଲ୍ଲୀ: ଦେଶର ସୀମାରେ ସବୁବେଳେ ନିଶା ବେପାରୀ ସକ୍ରିୟ ଥାଆନ୍ତି। ପଞ୍ଜାବ, ରାଜସ୍ଥାନ ଓ ଜମ୍ମୁ-କାଶ୍ମୀର ସୀମାରେ ନିଶା ବେପାରୀ ସକ୍ରିୟ ରହନ୍ତି। ଜମ୍ମୁ-କାଶ୍ମୀର ପୋଲିସ୍ ପୁଣି ଥରେ ସୀମା ଆରପଟୁ ଆସିଥିବା ୨୦୦ କୋଟି ଟଙ୍କାର ହେରୋଇନ୍ ଓ ବ୍ରାଉନ୍‌ ସୁଗାର ଜବତ କରିଛି। ଏହା ସହିତ ଜଣେ ଟ୍ରକ୍ ଡ୍ରାଇଭରକୁ ଗିରଫ କରିଛି।

ଗତକାଲି ଜମ୍ମୁ-କାଶ୍ମୀରର ବାରାମୂଲା ପୋଲିସ୍ ଓ ସେନାର ମିଳିତ କାର୍ଯ୍ୟାନୁଷ୍ଠାନରେ ଭାରତ ଆସୁଥିବା ଏକ ଟ୍ରକ୍‌ରୁ ୨୫ କିଲୋ ହେରୋଇନ୍ ଓ ବ୍ରାଉନ୍ ସୁଗାର ଜବତ କରାଯାଇଥିଲା। ପାକ୍‌ ଅଧିକୃତ କାଶ୍ମୀରରୁ ଏହି ଟ୍ରକ୍‌ଟି ଆସୁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story