ଆୟୁଷ୍ମାନ ଭାରତ ଯୋଜନାରେ ଲାଭ ପାଇଲେଣି ଏତେ ସଂଖ୍ୟକ କରୋନା ରୋଗୀ

ନୂଆଦିଲ୍ଲୀ: ବର୍ତ୍ତମାନ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ କରୋନା ରୋଗୀଙ୍କୁ ଦେଶରେ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଇଛି। କେବଳ ଚିକିତ୍ସା ନୁହେଁ, ଏହି ଯୋଜନା ଅଧୀନରେ ମାଗଣା କରୋନା ଟେଷ୍ଟ ମଧ୍ୟ କରାଯାଉଛି। ଅଢ଼େଇ ମାସ ତଳେ ଆରମ୍ଭ ହୋଇଥିବା ଏହି ନୂଆ ନିଷ୍ପତ୍ତି ଦ୍ୱାରା ଏଯାଏ କେତେ ଜଣ ଲାଭବାନ ହେଉଛନ୍ତି ଆସନ୍ତୁ ଜାଣିବା। ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୨ ହଜାର ଲୋକଙ୍କୁ ଏହି ଯୋଜନା ଅଧୀନରେ ଚିକିତ୍ସା ଯୋଗାଇ […]

sf

sf

Hemant Lenka
  • Published: Wednesday, 20 May 2020
  • Updated: 20 May 2020, 04:22 PM IST

Sports

Latest News

ନୂଆଦିଲ୍ଲୀ: ବର୍ତ୍ତମାନ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ କରୋନା ରୋଗୀଙ୍କୁ ଦେଶରେ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଇଛି। କେବଳ ଚିକିତ୍ସା ନୁହେଁ, ଏହି ଯୋଜନା ଅଧୀନରେ ମାଗଣା କରୋନା ଟେଷ୍ଟ ମଧ୍ୟ କରାଯାଉଛି।

ଅଢ଼େଇ ମାସ ତଳେ ଆରମ୍ଭ ହୋଇଥିବା ଏହି ନୂଆ ନିଷ୍ପତ୍ତି ଦ୍ୱାରା ଏଯାଏ କେତେ ଜଣ ଲାଭବାନ ହେଉଛନ୍ତି ଆସନ୍ତୁ ଜାଣିବା। ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୨ ହଜାର ଲୋକଙ୍କୁ ଏହି ଯୋଜନା ଅଧୀନରେ ଚିକିତ୍ସା ଯୋଗାଇ ଦିଆଯାଇଥିବା ବେଳେ ପ୍ରାୟ ୩ ହଜାର ଲୋକଙ୍କର ମାଗଣା କରୋନା ଟେଷ୍ଟ କରାଯାଇଛି।

୨୦୧୮ ମସିହା ସେପ୍ଟେମ୍ବର ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରାଯାଇଥିଲା। ପ୍ରାୟ ୧୦ ମିଲିୟନ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ପୂର୍ବରୁ ଯେଉଁ ସବୁ ହସ୍ପିଟାଲକୁ ଏହି ଯୋଜନାରେ ସାମିଲ କରାଯାଇଥିଲା, ଅତିରିକ୍ତ ଭାବେ ଆଉ ୧୫ ଶହ ଘରୋଇ ହସ୍ପିଟାଲକୁ ସରକାର ଏଥିରେ ସାମିଲ କରିଥିଲେ।

କରୋନା ଚିକିତ୍ସା ଲୋକଙ୍କୁ ମାଗଣାରେ ଯୋଗାଇ ଦେବାକୁ ଏପରି ବ୍ୟବସ୍ଥା ହୋଇଥିଲା। ଏବେ ଲୋକମାନେ ଏଥିରୁ ଲାଭ ପାଇବାରେ ଲାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story