୨୦୦୪ ଗ୍ରେନେଡ୍ ଆକ୍ରମଣ ପଛରେ ଥିଲା ଖାଲେଦା ଜିଆଙ୍କ ହାତ: ଶେଖ ହସିନା

ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଆଜି ଅଭିଯୋଗ କରିଛନ୍ତି ଯେ ୨୦୦୪ ମସିହାରେ ତାଙ୍କ ଉପରେ ହୋଇଥିବା ଗ୍ରେନେଡ୍ ଆକ୍ରମଣ ପଛରେ ବିରୋଧୀ ଦଳ ନେତ୍ରୀ ଖାଲେଦା ଜିଆ ଓ ତାଙ୍କର ପଳାତକ ପୁଅର ହାତ ଥିଲା। ଏହି ଆକ୍ରମଣର ୧୦ ବର୍ଷ ପୂର୍ତ୍ତି ଅବସରରେ ଏଠାରେ ଏକ ରାଲିରେ ଯୋଗ ଦେବା ଅବସରରେ ସେ ଏହି କଥା କହିଥିଲେ। ଶେଖ୍ ହସିନା କହିଥିଲେ, ଉକ୍ତ ଆକ୍ରମଣରେ ଜିଆ ଓ ତାଙ୍କ ପୁଅର ହାତ ଥିବା […]

shekhhasina

shekhhasina

Rakesh Mallick
  • Published: Friday, 21 August 2015
  • Updated: 04 May 2017, 03:45 PM IST

Sports

Latest News

ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଆଜି ଅଭିଯୋଗ କରିଛନ୍ତି ଯେ ୨୦୦୪ ମସିହାରେ ତାଙ୍କ ଉପରେ ହୋଇଥିବା ଗ୍ରେନେଡ୍ ଆକ୍ରମଣ ପଛରେ ବିରୋଧୀ ଦଳ ନେତ୍ରୀ ଖାଲେଦା ଜିଆ ଓ ତାଙ୍କର ପଳାତକ ପୁଅର ହାତ ଥିଲା। ଏହି ଆକ୍ରମଣର ୧୦ ବର୍ଷ ପୂର୍ତ୍ତି ଅବସରରେ ଏଠାରେ ଏକ ରାଲିରେ ଯୋଗ ଦେବା ଅବସରରେ ସେ ଏହି କଥା କହିଥିଲେ। ଶେଖ୍ ହସିନା କହିଥିଲେ, ଉକ୍ତ ଆକ୍ରମଣରେ ଜିଆ ଓ ତାଙ୍କ ପୁଅର ହାତ ଥିବା ନେଇ କୌଣସି ସନ୍ଦେହ ନାହିଁ। ଆୱାମୀ ଲିଗର ନେତୃତ୍ୱକୁ ଲୋପ କରି ଦେବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଥିଲା।

ସୂଚନାଯୋଗ୍ୟ, ଏହି ଘଟଣାରେ ୨୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହା ଆତଙ୍କବାଦୀଙ୍କ କାର୍ଯ୍ୟ ଥିଲା ବୋଲି କୁହାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story