୨୦୦୫ ସେପ୍ଟେମ୍ବର ୯ ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଇଥିଲେ ଝିଅଙ୍କୁ ମିଳିବନି ସଂପତ୍ତିରେ ଅଧିକାର

ନୂଆଦିଲ୍ଲୀ: ବାପାଙ୍କ ସଂପତ୍ତିରେ ଝିଅର ସମାନ ଅଧିକାରକୁ ସୀମିତ କରି ଦେଇଛନ୍ତି ସୁପ୍ରିମକୋର୍ଟ। ବାପାଙ୍କ ସଂପତ୍ତିରେ ଝିଅର ସମାନ ଅଧିକାର ଥିବା ନେଇ ପୂର୍ବରୁ ସୁପ୍ରିମକୋର୍ଟ ରାୟ ଦେଇଥିଲେ। ତେବେ ଏହି ରାୟର ବ୍ୟାଖ୍ୟା କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତିଙ୍କର ୨୦୦୫ରେ ହିନ୍ଦୁ ଉତ୍ତରାଧିକାରୀ ଆଇନରେ ସଂଶୋଧନ ପୂର୍ବରୁ ମୃତ୍ୟୁ ହୋଇସାରିଛି, ତା’ହେଲେ ତାଙ୍କ ଝିଅ ତାଙ୍କ ସଂପତ୍ତିରେ ସମାନ ଅଧିକାର ଦାବି କରିପାରିବେ ନାହିଁ। ଏହି କ୍ଷେତ୍ରରେ ଝିଅଙ୍କୁ ବାପାଙ୍କ […]

supremecourt

supremecourt

Rakesh Mallick
  • Published: Monday, 02 November 2015
  • Updated: 02 November 2015, 09:18 AM IST

Sports

Latest News

ନୂଆଦିଲ୍ଲୀ: ବାପାଙ୍କ ସଂପତ୍ତିରେ ଝିଅର ସମାନ ଅଧିକାରକୁ ସୀମିତ କରି ଦେଇଛନ୍ତି ସୁପ୍ରିମକୋର୍ଟ। ବାପାଙ୍କ ସଂପତ୍ତିରେ ଝିଅର ସମାନ ଅଧିକାର ଥିବା ନେଇ ପୂର୍ବରୁ ସୁପ୍ରିମକୋର୍ଟ ରାୟ ଦେଇଥିଲେ। ତେବେ ଏହି ରାୟର ବ୍ୟାଖ୍ୟା କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତିଙ୍କର ୨୦୦୫ରେ ହିନ୍ଦୁ ଉତ୍ତରାଧିକାରୀ ଆଇନରେ ସଂଶୋଧନ ପୂର୍ବରୁ ମୃତ୍ୟୁ ହୋଇସାରିଛି, ତା’ହେଲେ ତାଙ୍କ ଝିଅ ତାଙ୍କ ସଂପତ୍ତିରେ ସମାନ ଅଧିକାର ଦାବି କରିପାରିବେ ନାହିଁ। ଏହି କ୍ଷେତ୍ରରେ ଝିଅଙ୍କୁ ବାପାଙ୍କ ସଂପତ୍ତିର ସମାନ ଅଧିକାର ଆଇନରୁ ବଂଚିତ ରଖାଯିବ। ଯେଉଁ ବ୍ୟକ୍ତିମାନେ ୨୦୦୫ ସେପ୍ଟେମ୍ବର ୯ ତାରିଖରେ ଜୀବିତ ଥିବେ ସେମାନଙ୍କ ଝିଅମାନେ ସଂପତ୍ତିରେ ସମାନ ଅଧିକାର ପାଇପାରିବେ।

ଏହା ପୂର୍ବରୁ ସୁପ୍ରିମକୋର୍ଟ ହିନ୍ଦୁ ଉତ୍ତର ଅଧିକାରୀ (ସଂଶୋଧନ) ଆଇନ୍-୨୦୦୫ର ବ୍ୟାଖ୍ୟା କରି କହିଥିଲେ ଯେ ୨୦୦୪ ଡିସେମ୍ବର ୨୦ ତାରିଖରୁ ଭାଗ ହୋଇ ସାରିଥିବା ସଂପତ୍ତି ଭାଗବଣ୍ଟା ହୋଇ ସାରିଛି ସେହି କ୍ଷେତ୍ରରେ ଝିଅମାନେ ଆଉ ସଂପତ୍ତିରେ ସମାନ ଅଧିକାର ଦାବି କରି ପାରିବେ ନାହିଁ। ସେତେବେଳେ ଝିଅମାନେ ସଂପତ୍ତିରେ ଭାଗ ପାଇ ଥାଆନ୍ତୁ କି ପାଇନଥାଆନ୍ତୁ ଆଉ ଦାବି କରିପାରିବେ ନାହିଁ। ଆଇନର ଧାରା ୬(୫)ରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ ପୂର୍ବରୁ ହୋଇ ସାରିଥିବା ଭାଗବଣ୍ଟାରେ ନୂଆ ଆଇନ୍ ଲାଗୁ ହୋଇ ପାରିବ ନାହିଁ। କିନ୍ତୁ ୨୦୦୪ ଡିସେମ୍ବର ୨୦ ପରେ ହୋଇଥିବା ଭାଗବଣ୍ଟା କ୍ଷେତ୍ରରେ ନୂଆ ଆଇନ ପରିସରଭୁକ୍ତ ହୋଇପାରିବ।

ସୂଚନାଯୋଗ୍ୟ, ହିନ୍ଦୁ ଉତ୍ତରାଧିକାରୀ ଆଇନ୍ ୧୯୫୬ରେ ଝିଅ ପାଇଁ ବାପାର ସଂପତ୍ତିରେ କୌଣସି ପ୍ରକାର ଆଇନଗତ ଅଧିକାର ସଂପର୍କରେ ଉଲ୍ଲେଖ କରାଯାଇ ନାହିଁ। ତେବେ ଯୌଥ ପରିବାରର କ୍ଷେତ୍ରରେ ଝିଅମାନଙ୍କୁ ଜୀବୀକାର ଦାବି କରିବା ହକ୍ ଦିଆଯାଇଥିଲା। ୨୦୦୫ ସେପ୍ଟେମ୍ବର ୯ ତାରିଖରେ ଏଥିରେ ସଂଶୋଧନ ଅଣାଯାଇଥିଲା ଓ ଝିଅମାନଙ୍କ ବାପାଙ୍କ ସଂପତ୍ତିରେ ସମାନ ଅଧିକାରୀ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story