୨୦୦୬ ମୁମ୍ବାଇ ଟ୍ରେନ୍ ବୋମା ବିସ୍ଫୋରଣ: ୩୦ରେ ୧୨ ଦୋଷୀଙ୍କ ଦଣ୍ଡ ଶୁଣାଣି

ମୁମ୍ବାଇ: ୨୦୦୬ ମୁମ୍ବାଇ ଟ୍ରେନ୍ ବୋମା ବିସ୍ଫୋରଣ ମାମଲାରେ ୧୨ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେପ୍ଟେମ୍ବର ୩୦ରେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଏମାନଙ୍କୁ ଦଣ୍ଡର ପରିମାଣ ଶୁଣାଇବେ। ୧୨ ଦୋଷୀଙ୍କ ମଧ୍ୟରୁ ୮ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇବାକୁ ସରକାରୀ ଓକିଲ କୋର୍ଟରେ ଯୁକ୍ତି ରଖିଛନ୍ତି। ସେହିପରି ଆଉ ୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ପାଇଁ ସେ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ତେବେ ସରକାରୀ ଓକିଲଙ୍କ ଏହି ଦାବିକୁ ପ୍ରତିପକ୍ଷ ଓକିଲ […]

train

train

Rakesh Mallick
  • Published: Thursday, 24 September 2015
  • Updated: 24 September 2015, 01:12 PM IST

Sports

Latest News

train1ମୁମ୍ବାଇ: ୨୦୦୬ ମୁମ୍ବାଇ ଟ୍ରେନ୍ ବୋମା ବିସ୍ଫୋରଣ ମାମଲାରେ ୧୨ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେପ୍ଟେମ୍ବର ୩୦ରେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଏମାନଙ୍କୁ ଦଣ୍ଡର ପରିମାଣ ଶୁଣାଇବେ। ୧୨ ଦୋଷୀଙ୍କ ମଧ୍ୟରୁ ୮ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇବାକୁ ସରକାରୀ ଓକିଲ କୋର୍ଟରେ ଯୁକ୍ତି ରଖିଛନ୍ତି। ସେହିପରି ଆଉ ୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ପାଇଁ ସେ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ତେବେ ସରକାରୀ ଓକିଲଙ୍କ ଏହି ଦାବିକୁ ପ୍ରତିପକ୍ଷ ଓକିଲ ଅଯୌକ୍ତିକ ବୋଲି ଦର୍ଶାଇଥିଲେ।

କମଲ ଅହମ୍ମଦ ମହମ୍ମଦ ଭାକିଲ୍ ଆନସାରୀ, ଡ.ତନବୀର ଅହମ୍ମଦ ମହମ୍ମଦ ଇବ୍ରାହିମ ଅନସାରୀ, ମହମ୍ମଦ ଫୈଜଲ ଅତାଉର ରହମାନ ଶେଖ, ଇଥାଶାମ କୁତୁବୁଦ୍ଦିନ ସିଦ୍ଦିକି, ଶେଖ ମହମ୍ମଦ ଅଲ୍ଲି ଆଲମ୍ ଶେଖ, ମହମ୍ମଦ ସାଜୀଦ୍ ମୁଗ୍ରୁବ୍ ଅନସାରୀ, ନାଭେଦ୍ ହୁସେନ୍ ଖାନ୍ ଓ ଅସିଫ୍ ଖାନଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ସରକାରୀ ଓକିଲ ଦାବି କରିଛନ୍ତି।  ଏହି ଅଭିଯୁକ୍ତମାନେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ରହିଛି।

ସେହିପରି ମହମ୍ମଦ ମଜୀଦ ମହମ୍ମଦ ଶାଫି, ମୁଜାମ୍ମିଲ ଅତାଉର ରେହମନ ଶେଖ,ସୋହେଲ ମେହମୁଦ ଶେଖ ଓ ଜମୀର ଅହମ୍ମଦ ଲାତିଉର ରେହମନ ଶେଖଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ପାଇଁ ସରକାରୀ ଓକିଲ ବିଚାରପତିଙ୍କ ନିକଟରେ ଯୁକ୍ତି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story