୨୦୧୫ ମେଡିସିନ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇବେ ୩ ଚିକିତ୍ସା ବିଜ୍ଞାନୀ

ଜ୍ୟୁରିକ୍: ୨୦୧୫ ପାଇଁ ମେଡିସିନ୍ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ଚିକିତ୍ସା ବିଜ୍ଞାନୀଙ୍କୁ ମିଳିତ ଭାବେ ଏହି କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ଦିଆଯିବ। ମ୍ୟାଲେରିଆ ନିୟନ୍ତ୍ରଣ ଲାଗି ଏକ ନୂଆ ଉପଚାର ବାହାର କରିଥିବା ଚୀନର ୟୁୟୁତୁଙ୍କୁ ଏଥିପାଇଁ ମନୋନୀତ କରାଯାଇଛି। ସେହିପରି କୀଟ ପତଙ୍ଗ ଦ୍ୱାରା ସୃଷ୍ଟି ହେଉଥିବା ସଂକ୍ରମଣର ନୂଆ ଉପଚାର ବାହାର କରିଥିବା ଆମେରିକାର ୱିର୍ଲିୟମ କ୍ୟାମ୍ପବେଲ୍ ଏବଂ ଜାପାନର ସତୋଶୀ ଉମୁରାଙ୍କୁ ମଧ୍ୟ ଏହି ପୁରସ୍କାର ମିଳିବ […]

nobel

Rakesh Mallick
  • Published: Monday, 05 October 2015
  • , Updated: 04 May 2017, 03:44 PM IST

ଜ୍ୟୁରିକ୍: ୨୦୧୫ ପାଇଁ ମେଡିସିନ୍ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ଚିକିତ୍ସା ବିଜ୍ଞାନୀଙ୍କୁ ମିଳିତ ଭାବେ ଏହି କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ଦିଆଯିବ। ମ୍ୟାଲେରିଆ ନିୟନ୍ତ୍ରଣ ଲାଗି ଏକ ନୂଆ ଉପଚାର ବାହାର କରିଥିବା ଚୀନର ୟୁୟୁତୁଙ୍କୁ ଏଥିପାଇଁ ମନୋନୀତ କରାଯାଇଛି। ସେହିପରି କୀଟ ପତଙ୍ଗ ଦ୍ୱାରା ସୃଷ୍ଟି ହେଉଥିବା ସଂକ୍ରମଣର ନୂଆ ଉପଚାର ବାହାର କରିଥିବା ଆମେରିକାର ୱିର୍ଲିୟମ କ୍ୟାମ୍ପବେଲ୍ ଏବଂ ଜାପାନର ସତୋଶୀ ଉମୁରାଙ୍କୁ ମଧ୍ୟ ଏହି ପୁରସ୍କାର ମିଳିବ । ନୋବେଲ କମିଟି ସଚିବ ଅରବନ୍ ଲେନଡାଲ୍ ଆଜି ଏହା ଘୋଷଣା କରିଛନ୍ତି।

Related story