୨୦୨୨ ସୁଦ୍ଧା ଗରିବଙ୍କ ପାଇଁ ନିର୍ମାଣ ହେବ ୫ କୋଟି ଘର

ନୟା ରାୟପୁର: ୨୦୧୨୨ ସୁଦ୍ଧା ଦେଶରେ ଗରିବ ଲୋକଙ୍କ ପାଇଁ ୫ କୋଟି ଗୃହ ନିର୍ମାଣ କରାଯିବ। ଛତିଶଗଡ଼ର ନୟା ରାଇପୁରଠାରେ ରବିବାର ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ର ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ କଥା କହିଛନ୍ତି। ପ୍ରାଧାନମନ୍ତ୍ରୀ କହିଥିଲେ, ୨୦୨୨ ସୁଦ୍ଧା ଗରିବ ଲୋକଙ୍କୁ ୫ କୋଟି ଘର ଯୋଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରିବେ। ମୋଦି କହିଥିଲେ, ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ […]

modi

modi

Rakesh Mallick
  • Published: Sunday, 21 February 2016
  • Updated: 21 February 2016, 10:56 AM IST

Sports

Latest News

ନୟା ରାୟପୁର: ୨୦୧୨୨ ସୁଦ୍ଧା ଦେଶରେ ଗରିବ ଲୋକଙ୍କ ପାଇଁ ୫ କୋଟି ଗୃହ ନିର୍ମାଣ କରାଯିବ। ଛତିଶଗଡ଼ର ନୟା ରାଇପୁରଠାରେ ରବିବାର ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ର ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ କଥା କହିଛନ୍ତି।

ପ୍ରାଧାନମନ୍ତ୍ରୀ କହିଥିଲେ, ୨୦୨୨ ସୁଦ୍ଧା ଗରିବ ଲୋକଙ୍କୁ ୫ କୋଟି ଘର ଯୋଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରିବେ।

ମୋଦି କହିଥିଲେ, ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଦେଶର ୫କୋଟି ପରିବାରଙ୍କର ଘର ନାହିଁ। ସେମାନଙ୍କ ମଧ୍ୟରୁ ଦୁଇ କୋଟି ଲୋକ ସହରଗୁଡ଼ିକର ବସବାସ କରୁଥିବା ବେଳେ ୩ କୋଟି ଗାଁଗୁଡ଼ିକରେ ବାସ କରୁଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏକ ଭିତ୍ତିଭୂମି ପ୍ରକଳ୍ପ ନୁହେଁ। ଗରିବ ଲୋକଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ପ୍ରସ୍ତୁତ ହୋଇଛି ଏହି ଯୋଜନା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story