୨୦୩୦ ସୁଦ୍ଧା ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗମନ ୩୦ରୁ ୩୫ପ୍ରତିଶତ ହ୍ରାସ କରିବା ପାଇଁ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ: ୨୦୩୦ ସୁଦ୍ଧା ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗମନ ୩୦ରୁ ୩୫ପ୍ରତିଶତ ହ୍ରାସ ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଉଦଘାଟିତ ହୋଇଥିବା ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ମୋଦି ଏହି ଆହ୍ୱାନ ଦେଇଛନ୍ତି। କୋପ୍-୨୧ ନାଁରେ ହେଉଥିବା ଏହି ସମ୍ମିଳନୀରେ ଉଦବୋଧନ ଦେଇ ମୋଦି କହିଛନ୍ତି ଭାରତ ଏକ ବିକଶିତ ରାଷ୍ଟ୍ର, ତେଣୁ ବିକାଶ ଧାରାକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ। ସମୟ କ୍ରମେ କ୍ଲିନ୍ ଏନର୍ଜି ବ୍ୟବହାର ବୃଦ୍ଧି କରାଯିବ ବୋଲି ମୋଦି […]

modi

modi

Rakesh Mallick
  • Published: Tuesday, 01 December 2015
  • Updated: 01 December 2015, 09:03 AM IST

Sports

Latest News

ନୂଆଦିଲ୍ଲୀ: ୨୦୩୦ ସୁଦ୍ଧା ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗମନ ୩୦ରୁ ୩୫ପ୍ରତିଶତ ହ୍ରାସ ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଉଦଘାଟିତ ହୋଇଥିବା ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ମୋଦି ଏହି ଆହ୍ୱାନ ଦେଇଛନ୍ତି। କୋପ୍-୨୧ ନାଁରେ ହେଉଥିବା ଏହି ସମ୍ମିଳନୀରେ ଉଦବୋଧନ ଦେଇ ମୋଦି କହିଛନ୍ତି ଭାରତ ଏକ ବିକଶିତ ରାଷ୍ଟ୍ର, ତେଣୁ ବିକାଶ ଧାରାକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ। ସମୟ କ୍ରମେ କ୍ଲିନ୍ ଏନର୍ଜି ବ୍ୟବହାର ବୃଦ୍ଧି କରାଯିବ ବୋଲି ମୋଦି କହିଛନ୍ତି। ସମ୍ମିଳନୀରେ ୧୫୦ରୁ ‌‌ଊର୍ଦ୍ଧ୍ୱ ରାଷ୍ଟ୍ରର ପ୍ରତିନିଧି ଯୋଗ ଦେଇଛନ୍ତି। ସମ୍ମିଳନୀରେ କାର୍ବନ ଗ୍ୟାସ ନିର୍ଗମନର ସୀମା ଧାର୍ଯ୍ୟ କରିବା ଉପରେ ସହମତି ପ୍ରକାଶ ପାଇପାରେ। ଏହି ଅବସରରେ ମୋଦି ଫ୍ରାନ୍ସ ରାଷ୍ଟ୍ରପତି  ଫ୍ରାନକୋସିସ୍ ହଲାଣ୍ଡେଙ୍କ ସହ ମିଳିତ ଭାବେ ଇଣ୍ଟରନ୍ୟାସନାଲ ସୋଲାର ଆଲିୟାନସର ଶୁଭାରମ୍ଭ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ବାରାକ ଓବାମାଙ୍କୁ ମଧ୍ୟ ଭେଟିଛନ୍ତି। ସାକ୍ଷାତ ବେଳେ ଦ୍ୱିପାକ୍ଷିକ ସମ୍ପର୍କ ସହ ଅନ୍ୟ ପ୍ରସଙ୍ଗକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଉଭୟ ଜଳବାୟୁ ପରିବର୍ତ୍ତନ ଓ ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ବିଚାର ବିମର୍ଷ କରିଥିବା ଜଣାପଡିଛି। ସେହିପରି ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କୁ ମଧ୍ୟ ଭେଟିଛନ୍ତି ମୋଦି। ଅଳ୍ପ ସମୟ ଲାଗି ହୋଇଥିବା ଏହି ସାକ୍ଷାତ ବେଳେ ଦୁଇ ନେତାଙ୍କ ମଧ୍ୟରେ କୌଣସି ଔପଚାରିକ ଆଲୋଚନା ହୋଇ ନ ଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story