ଆଫଗାନିସ୍ତାନ: ୨୧ ଆଇଏସ୍‌ଆଇଏସ୍‌ ସମର୍ଥକ ମୃତ

କାବୁଲ: ଆଫଗାନିସ୍ତାନର ପୂର୍ବାଞ୍ଚଳରେ ମିଲିଟାରୀ ଅପରେସନରେ ୨୧ ଜଣ ଆଇଏସ୍‌ଆଇଏସ୍‌ ସମର୍ଥକଙ୍କ ମୃତ୍ୟୁ ଘଟିଛି। ଆଫଗାନ୍‌ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ସ୍ଥଳ ଓ ବାୟୁ ସେନା ମିଳିତ ଭାବେ ନାଙ୍ଗରହାର ପ୍ରଦେଶରେ ଅପରେସନ କରିଥିଲେ। ଅପରେସନ ବେଳେ ୨୧ ଜଣ ଆଇଏସ୍‌ଆଇଏସ୍‌ ସମର୍ଥକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛି।

Afghanistan

Rakesh Mallick
  • Published: Wednesday, 15 June 2016
  • , Updated: 04 May 2017, 03:44 PM IST

କାବୁଲ: ଆଫଗାନିସ୍ତାନର ପୂର୍ବାଞ୍ଚଳରେ ମିଲିଟାରୀ ଅପରେସନରେ ୨୧ ଜଣ ଆଇଏସ୍‌ଆଇଏସ୍‌ ସମର୍ଥକଙ୍କ ମୃତ୍ୟୁ ଘଟିଛି।

ଆଫଗାନ୍‌ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ସ୍ଥଳ ଓ ବାୟୁ ସେନା ମିଳିତ ଭାବେ ନାଙ୍ଗରହାର ପ୍ରଦେଶରେ ଅପରେସନ କରିଥିଲେ। ଅପରେସନ ବେଳେ ୨୧ ଜଣ ଆଇଏସ୍‌ଆଇଏସ୍‌ ସମର୍ଥକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛି।

Related story