ମହାରାଷ୍ଟ୍ରରେ ମହାମାରୀ ନିଆଁ, ପୁଣି ନେଲା ୧୦୫ ଜୀବନ

ମୁମ୍ବାଇ: କରୋନା ଯୋଗୁ ମହାରାଷ୍ଟ୍ର ସ୍ଥିତି ଦିନକୁ ଦିନ ଅଧିକ ସାଂଘାତିକ ହେବାରେ ଲାଗିଛି। ପୂର୍ବରୁ ରେକର୍ଡ ସଂଖ୍ୟକ ପଜିଟିଭ କେସ୍‌ ସାମ୍ନାକୁ ଆସୁଥିବା ବେଳେ ଏବେ ମୃତ୍ୟୁସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧୦୫ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଗତକାଲି ଗୋଟିଏ ଦିନରେ ୯୭ ଜଣ ପ୍ରାଣ ହରାଇଥିଲେ। ଭାରତରେ କରୋନା ପ୍ରବେଶ କରିବା ଦିନଠାରୁ କେବେ ହେଲେ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକ […]

cs

cs

Hemant Lenka
  • Published: Wednesday, 27 May 2020
  • Updated: 27 May 2020, 09:36 PM IST

Sports

Latest News

ମୁମ୍ବାଇ: କରୋନା ଯୋଗୁ ମହାରାଷ୍ଟ୍ର ସ୍ଥିତି ଦିନକୁ ଦିନ ଅଧିକ ସାଂଘାତିକ ହେବାରେ ଲାଗିଛି। ପୂର୍ବରୁ ରେକର୍ଡ ସଂଖ୍ୟକ ପଜିଟିଭ କେସ୍‌ ସାମ୍ନାକୁ ଆସୁଥିବା ବେଳେ ଏବେ ମୃତ୍ୟୁସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧୦୫ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଗତକାଲି ଗୋଟିଏ ଦିନରେ ୯୭ ଜଣ ପ୍ରାଣ ହରାଇଥିଲେ।

ଭାରତରେ କରୋନା ପ୍ରବେଶ କରିବା ଦିନଠାରୁ କେବେ ହେଲେ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକ ପ୍ରାଣ ହରାଇ ନଥିଲେ। କିନ୍ତୁ ମହାରାଷ୍ଟ୍ର ନୂଆ ନୂଆ ରେକର୍ଡ କରିବାରେ ଲାଗିଛି।

ଗୋଟିଏ ଦିନରେ ୧୦୫ ଜଣ ଲୋକ କରୋନାରେ ପ୍ରାଣ ହରାଇବାରୁ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧୮୯୭କୁ ବୃଦ୍ଧି ପାଇଛି। ଯାହା ପୂରା ଦେଶକୁ ଚିନ୍ତାରେ ପକାଇ ଦେଇଛି।

ସେହିପରି ୨୪ ଘଣ୍ଟାରେ ୨୧୯୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୬,୯୯୮କୁ ବୃଦ୍ଧି ପାଇଛି। ରାଜ୍ୟରେ ଏଯାଏ ୧୭,୯୧୮ ଜଣ ସୁସ୍ଥ ହୋଇଥିବା ବେଳେ ବିଭିନ୍ନ ହସ୍ପିଟାଲରେ ୩୭,୧୨୫ ଜଣ ଚିକିତ୍ସିତ ହେଉଛନ୍ତି।

ଅନ୍ୟପକ୍ଷରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ସ୍ଥିତି କରୋନା ଯୋଗୁ ସବୁଠାରୁ ଦୟନୀୟ ହୋଇଛି। ଗତ ୨୪ ଘଣ୍ଟାରେ ୧୦୪୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪,୦୧୮ରେ ପହଞ୍ଚି ଯାଇଛି।

ଗୋଟିଏ ଦିନରେ କରୋନା ସହରରେ ୩୨ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ସହରରେ ମୋଟ ମୃତ୍ୟୁସଂଖ୍ୟା ୧୦୯୭ ଛୁଇଁଛି। ଏଠାରେ ୮୪୦୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୪,୫୦୭ ଜଣ ବିଭିନ୍ନ ହସ୍ପିଟାଲରେ ପ୍ରବେଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story