ଶ୍ରୀନଗର ରେଜିମେଣ୍ଟରେ ଯୋଗଦେଲେ ଜମ୍ମୁ-କାଶ୍ମୀରର ୨୨୬ ଯୁବକ

କାଶ୍ମୀର: ଜାମ୍ମୁ-କାଶ୍ମୀରର ୨୨୬ ଜଣ ଯୁବକ ସେନାରେ ଯୋଗ ଦେଇ କୃତକାର୍ଯ୍ୟ ହୋଇଛନ୍ତି। ଜାମ୍ମୁ-କାଶ୍ମୀର ଲାଇଟ ଇନ୍‌ଫାଣ୍ଟାରୀ ବାଟାଲିୟନରେ ଯୋଗଦେଇଥିବା ଏହି ଯୁବକମାନେ ସଫଳତା ପାଇଛନ୍ତି। ଏବେ ଏମାନେ ଶ୍ରୀନଗର ରେଜିମେଣ୍ଟ ସେଣ୍ଟର ଅଧୀନରେ କାମ କରିବେ। ସ୍ଥାନୀୟ ଅଞ୍ଚଳରେ ହିଂସା ହେଉଥିବା ସ୍ଥାନରେ ଏହି ରେଜିମେଣ୍ଟ ଲୋକଙ୍କୁ ସୁରକ୍ଷା ଯୋଗାଇଥାଏ।

ଆହୁରି ପଢ଼ନ୍ତୁ

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ

କାହିଁକି ଦଳରୁ ଏଯାଏ ସଚିନ ପାଇଲଟଙ୍କୁ ବହିଷ୍କୃତ କରୁନି କଂଗ୍ରେସ, ଜାଣନ୍ତୁ କାରଣ

ଦୀର୍ଘ ୧୫ ଘଣ୍ଟା ଧରି ଆଲୋଚନା କଲେ ଭାରତ ଓ ଚାଇନା, ଏବେ ତୁଟିବ କି ବିବାଦ

ସାନିଟାଇଜର ଉପରେ ଲାଗିବ ୧୮% ଜିଏସ୍‌ଟି

ମହମ୍ମଦ ଉସମାନ: ପାକ୍‌ ସେନା ମୁଖ୍ୟ ହେବାକୁ ମିଳିଥିଲା ଅଫର, କିନ୍ତୁ ଭାରତ ପାଇଁ ସହିଦ ହେଲେ

ସଚିନ ଆଣ୍ଡ କୋଙ୍କୁ ଅଯୋଗ୍ୟ ଘୋଷଣା କରିବ କଂଗ୍ରେସ! ପଠାଇଲା ନୋଟିସ୍‌

ସଚିନ ପାଇଲଟ: ରାହୁଳଙ୍କ ଇସ୍ତଫା ପରଠୁଁ ମୋ ବିରୋଧରେ ମେଳି ଚାଲିଛି

ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା: ଦିନକରେ ୨୯,୪୨୯ ପଜିଟିଭ, ୫୮୨ ମୃତ

କଂଗ୍ରେସରୁ ନିଲମ୍ବିତ ହେଲେ ସଞ୍ଜୟ ଝା

ଗେହଲଟଙ୍କ ବିରୋଧରେ ଖୋଲାଖୋଲି ଯୁଦ୍ଧ ଡାକରା ଦେଲେ ସଚିନଙ୍କ ସମର୍ଥକ

ଅନଲାଇନ କ୍ଲାସ ପାଇଁ ନୂଆ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର

ମହାରାଷ୍ଟ୍ରରେ କରୋନା ପ୍ରକୋପ ଜାରି: ଦିନକରେ ୨୧୩ ମୃତ, ୬୭୪୧ ପଜିଟିଭ