ଗତ ୨୫ ବର୍ଷରେ ୨,୨୯୭ ସାମ୍ବାଦିକ ହତ୍ୟାର ଶିକାର ହୋଇଛନ୍ତି

ବ୍ରୁସେଲ: ଗତ ୨୫ ବର୍ଷରେ ୨,୨୯୭ ସାମ୍ବାଦିକ ଓ ଗଣମାଧ୍ୟମ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ସେହିପରି ଇରାକ ହେଉଛି ସାମ୍ବାଦିକମାନଙ୍କ ପାଇଁ ସବୁଠାରୁ ଭୟଙ୍କର ସ୍ଥାନ। ଇଣ୍ଟରନ୍ୟାସନାଲ୍ ଫେଡେରେସନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍ (ଆଇଏଫଜେ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଇଏଫଜେ ପକ୍ଷରୁ କୁହାଯାଇଛି, ୧୯୯୦ରୁ ଏଯାବତ ପ୍ରତିଶୋଧକ ମୂଳକ ହତ୍ୟାକାଣ୍ଡ, ବୋମା ଆକ୍ରମଣ, ଗୁଳିବିନିମୟ, ଯୁଦ୍ଧ ବେଳେ ଅପହରଣ, ବଡ଼ ବଡ଼ ଅପରାଧିକ ଗ୍ୟାଙ୍ଗ ଦ୍ୱାରା ସଂଗଠିତ ଆକ୍ରମଣ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଦ୍ୱାରା ୨,୨୯୭ ସାମ୍ବାଦିକ […]

journ-killed

journ-killed

Rakesh Mallick
  • Published: Thursday, 04 February 2016
  • Updated: 04 May 2017, 03:44 PM IST

Sports

Latest News

ବ୍ରୁସେଲ: ଗତ ୨୫ ବର୍ଷରେ ୨,୨୯୭ ସାମ୍ବାଦିକ ଓ ଗଣମାଧ୍ୟମ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ସେହିପରି ଇରାକ ହେଉଛି ସାମ୍ବାଦିକମାନଙ୍କ ପାଇଁ ସବୁଠାରୁ ଭୟଙ୍କର ସ୍ଥାନ। ଇଣ୍ଟରନ୍ୟାସନାଲ୍ ଫେଡେରେସନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍ (ଆଇଏଫଜେ) ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଇଏଫଜେ ପକ୍ଷରୁ କୁହାଯାଇଛି, ୧୯୯୦ରୁ ଏଯାବତ ପ୍ରତିଶୋଧକ ମୂଳକ ହତ୍ୟାକାଣ୍ଡ, ବୋମା ଆକ୍ରମଣ, ଗୁଳିବିନିମୟ, ଯୁଦ୍ଧ ବେଳେ ଅପହରଣ, ବଡ଼ ବଡ଼ ଅପରାଧିକ ଗ୍ୟାଙ୍ଗ ଦ୍ୱାରା ସଂଗଠିତ ଆକ୍ରମଣ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଦ୍ୱାରା ୨,୨୯୭ ସାମ୍ବାଦିକ ଓ ଗଣମାଧ୍ୟମ କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ଘଟିଛି।

୨୦୧୫ ମସିହାରେ ସାରା ବିଶ୍ୱରେ ୧୧୨ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ୨୦୦୬ରେ ସବୁଠୁ ଅଧିକ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିଲା। ସେହିବର୍ଷ ୧୫୫ ଜଣ ସାମ୍ବାଦିକ ହତ୍ୟାର ଶିକାର ହୋଇଥିଲେ।

ଏହି ୨୫ ବର୍ଷ ମଧ୍ୟରେ ଇରାକରେ ସର୍ବାଧିକ ସାମ୍ବାଦିକ ଓ ଗଣମାଧ୍ୟମ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ଇରାକରେ ୩୦୯ ଜଣ ସାମ୍ବାଦିକ ହତ୍ୟାର ଶିକାର ହୋଇଥିବା ବେଳେ ଫିଲିପାଇନ୍ସରେ ୧୪୬, ମେକ୍ସିକୋରେ ୧୨୦, ପାକିସ୍ତାନରେ ୧୧୫, ରୁଷିଆନ୍ ଫେଡେରେସନରେ ୧୦୯, ଆଲଜେରିଆରେ ୧୦୬, ଭାରତରେ ୯୫, ସୋମାଲିଆରେ ୭୫, ସିରିଆରେ ୬୭ ଓ ବ୍ରାଜିଲରେ ୬୨ ଜଣଙ୍କୁ ହତ୍ୟା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story